Cricket - Second One Day International - Australia v India - Sydney Cricket Ground, Sydney, Australia - November 29, 2020 India's KL Rahul walks off dejected after being caught by Josh Hazlewood off the bowling of Australia's Adam Zampa REUTERS/Loren Elliott - RC2ZCK93YDIS
ଅହମ୍ମଦାବାଦ୍,୧୬।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମଙ୍ଗଳବାର ଚାଲିଥିବା ଇଂଲଣ୍ଡ ବିପକ୍ଷ ୩ୟ ଟି୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଫେଲ୍ ମାରିଛନ୍ତି ଦୁଇ ଓପନର। ପୂର୍ବ ମ୍ୟାଚ୍ ଭଳି ଏଥର ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି ଲୋକେଶ ରାହୁଲ। ଆଉ ସିରିଜ୍ର ପ୍ରଥମ ଦୁଇ ମ୍ୟାଚ୍ରେ ଖେଳିଥିବା ରୋହିତ ଶର୍ମା ମଧ୍ୟ ବିଫଳ ହୋଇଛନ୍ତି। ଦୁଇଟି ଦର୍ଶନୀୟ ଚୌକା ମାରିଥିବା ରୋହିତ ଆଉଟ୍ ହେବା ପୂର୍ବରୁ ମାତ୍ର ୧୫ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଉଭୟ ଓପନରଙ୍କୁ ପ୍ୟାଭେଲିଅନ ପଠାଇଛନ୍ତି ଇଂଲଣ୍ଡ ପେସର ମାର୍କ ଉଡ୍ ।