ଫାଇନାଲ ପୂର୍ବରୁ ଭାଇରାଲ ହେଉଛି ‘world cup song’, ଦେଖନ୍ତୁ…

ନୂଆଦିଲ୍ଲୀ,୧୯।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ବିଶ୍ୱକପ୍‌ ଫାଇନାଲ ଖେଳାଯିବ। ସାରା ଦେଶରେ ଏହି ମୁକାବିଲାକୁ ନେଇ ଉତ୍ସାହର ବାତାବରଣ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ବିଶ୍ୱକପ୍‌ ଗୀତ ବେଶ ଭାଇରାଲ ହେଉଛି। ଏଥିରେ ସମସ୍ତ ଖେଳାଳିଙ୍କ ନାମ ନିଆଯାଇଥିବା ବେଳେ ଗୀତଟିକୁ ବେଶ ପସନ୍ଦ କରାଯାଉଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ @wajahathasan ନାମକ ଆକାଉଣ୍ଟରୁ ଏହା ଶେୟାର କରାଯାଇଛି। ଏହାକୁ ଏଯାବତ ୨୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।  ଭିଡିଓକୁ ଖୁବ୍‌ ଶେୟାର ମଧ୍ୟ କରାଯାଉଛି।
ଦେଖନ୍ତୁ ଭିଡିଓ:

Share
Tags: sports