ଆଇସିସି ଟି୨୦ ବିଶ୍ୱକପ୍‌ ଲାଗି ଲୋଗୋ ଜାରି କଲା ଆଇସିସି

ନୂଆଦିଲ୍ଲୀ,୭।୧୨: ଆଇସିସି ପକ୍ଷରୁ ଆସନ୍ତା ବର୍ଷ ହେବାକୁ ଥିବା ପୁରୁଷ ଏବଂ ମହିଳା ଟି୨୦ ବିଶ୍ୱକପ୍‌ର ଲୋଗୋ ଜାରି କରାଯାଇଛି। ଏହି ଲୋଗୋରେ ବ୍ୟାଟ୍‌, ବଲ୍‌ର ରଚନାତ୍ମକ ମିଶ୍ରଣକୁ ପ୍ରତୀକ ଭାବେ ରହିଛି।

ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜର ମିଳିତ ସଂଯୋଜନାରେ ହେବାକୁ ଯାଉଥିବା ଏହି ବିଶ୍ୱକପ୍‌ରେ ୨୦ ଟିମ୍‌ ଭାଗ ନେବେ। ଏଥିରେ ମୋଟ ୫୫ ମ୍ୟାଚ୍‌ ଖେଳାଯିବ। ଏହାଛଡ଼ା ମହିଳା ଟି୨୦ ବିଶ୍ୱକପ୍‌ ବାଲାଂଦେଶରେ ସେପ୍ଟେମ୍ବର-ଅକ୍ଟୋବରରେ ଖେଳାଯିବ।

Share
Tags: Sports News