Categories: Home Leftଖେଳ

୪୧ ବର୍ଷ ପରେ ଭାରତକୁ ବ୍ୟାଡମିଣ୍ଟନରେ ମିଳିଲା ବ୍ରୋଞ୍ଜ

ହାଙ୍ଗଝୋ,୬।୧୦: ୨୦୨୩ ଏସିଆନ ଗେମ୍ସରେ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲ ମ୍ୟାଚରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପ୍ରଣୟଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହା ସହିତ ସ୍ବର୍ଣ୍ଣ ପଦକ ସ୍ବପ୍ନ ଭାଙ୍ଗିଯାଇଛି। ଏହା ସତ୍ତ୍ୱେ ପ୍ରଣୟ ଇତିହାସ ସୃଷ୍ଟି କରିଛନ୍ତି। ୪୧ ବର୍ଷ ପରେ ପୁରୁଷ ସିଙ୍ଗଲ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଛି। ଚାଇନାର ଲି ଶିଫେଙ୍ଗ ୨୧-୧୬, ୨୧-୯ରେ ପ୍ରଣୟଙ୍କୁ ପରାସ୍ତ କରିଛନ୍ତି।