ଅର୍କିଟ ଫୁଲ ଚାଷ ବୁଲି ଦେଖିଲେ ରାଜ୍ୟପାଳ

ଗଞ୍ଜାମ,୩୦।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍‌ପତି ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ପାଳୁରୁ ସ୍ଥିତ ଅର୍କିଟ ଫୁଲ ଚାଷ ବୁଲି ଦେଖିଥିଲେ l ଆର୍କିଟ ଫୁଲ ଦେଖି ରାଜ୍ୟପାଳ ବହୁତ ଖୁସିବ୍ୟକ୍ତ କରିଥିଲେ l ବିଡିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ l

Share
Tags: ganjamodisha