ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧ ଲକ୍ଷ ୫୪ ହଜାର ଥିବାବେଳେ ୨୨ କ୍ୟାରେଟ ଦାମ ୧ ଲକ୍ଷ ୪୧ ହଜାର ୯ ଶହ ଟଙ୍କା , ୧୮ କ୍ୟାରେଟ ଦାମ ୧ ଲକ୍ଷ ୧୬ ହଜାର ୧୧୦ ଟଙ୍କା। ଗତକାଲି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୪୯,୭୮୦ ଥିଲା ବେଳେ ୨୨ କ୍ୟାରେଟ୍ ୧,୩୭,୩୦୦ ଏବଂ ୧୮ କ୍ୟାରେଟ୍ ମୂଲ୍ୟ ଥିଲା ୧,୧୨,୩୪୦।
ଦିଲ୍ଲୀରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ):
୨୪ କ୍ୟାରେଟ୍ – ୧,୫୪,୯୫୦
୨୨ କ୍ୟାରେଟ୍ – ୧,୪୨,୦୫୦
୧୮ କ୍ୟାରେଟ୍ – ୧,୧୬,୨୬୦
ମୁମ୍ବାଇରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ):
୨୪ କ୍ୟାରେଟ୍ ୧,୫୪,୮୦୦
୨୨ କ୍ୟାରେଟ୍ ୧,୪୧,୯୦୦
୧୮ କ୍ୟାରେଟ୍ ୧,୧୬,୧୧୦