ପବ୍ଲିକ ଇସ୍ୟୁରୁ ପାଣ୍ଠି ସଂଗ୍ରହ

ନୂଆଦିଲ୍ଲୀ,୨।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଏରୋନ୍‌ କମ୍ପୋଜିଟ ଲିମିଟେଡ (ଏସିଏଲ୍‌)ର ପବ୍ଲିକ ଇସ୍ୟୁ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ଏନଏସ୍‌ଇ ଇମର୍ଜ ପ୍ଲାଟଫର୍ମରେ ଶୁଭାରମ୍ଭ କରିବାକୁ ଅନୁମୋଦନ ହାସଲ କରିଛି। ଏପରିକି ପବ୍ଲିକ ଇସ୍ୟୁରୁ ସଂଗୃହୀତ ରାଶି ମଧ୍ୟରୁ ୩୯କୋଟି ଟଙ୍କା ଗୁଜରାଟର ମେହସାନାଠାରେ ଏକ ଉପତ୍ାଦନ କାରଖାନା ସ୍ଥାପନ ନିମନ୍ତେ ଆବଶ୍ୟକ ମୂଳଧନ ନିବେଶ ଆବଶ୍ୟକତା ନିମନ୍ତେ ଏବଂ ସାଧାରଣ କର୍ପୋରେଟ ଉଦ୍ଦେଶ୍ୟରେ ବିନିଯୋଗ କରାଯିବ। ସେହିଭଳି ଏସଏମ୍‌ଇ ପବ୍ଲିକ ଇସ୍ୟୁରୁ ୫୬.୧୦ କୋଟି ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରିବାକୁ ଯୋଜନା କରିଛି।

Share