Categories: Video

Fun with Public– Episode 20 | ଫନ୍‍ ୱିଥ୍ ପବ୍ଲିକ୍ – ଏପିସୋଡ୍ ୨୦

ଏଥର ଏପିସୋଡ଼ରେ ଆମର ପ୍ରଶ୍ନ “ଇଂରାଜୀରେ ଇ ପରେ କଣ ଆସେ” ଓ “ଅନ୍ୟଟି ଖରାରେ କଣ ଶୁଖେ ନାହିଁ।” ତେବେ ଏହାର ଉତ୍ତର ପବ୍ଲିକ କଣ ଦେଉଛନ୍ତି ଚାଲନ୍ତୁ ଦେଖିବା।