ଖରାଦିନେ ବୁଲିବାକୁ ଇଚ୍ଛା ହେଲେ ସମୁଦ୍ରକୂଳ ସମସ୍ତଙ୍କର ପସନ୍ଦର ସ୍ଥାନ ପାଲଟେ। ଭାରତରେ ସମୁଦ୍ରତଟ ଦେଖିବା ଲାଗି ୯ ସୁନ୍ଦର ସ୍ଥାନ ରହିଛି, ଯେଉଁଠିକୁ ଯିବାକୁ ଆପଣ ପ୍ଲାନ୍ କରିପାରିବେ। କେରଳର ସମୁଦ୍ରଗୁଡ଼ିକ ପର୍ଯ୍ୟଟଙ୍କ ମନ ମୋହିଥାଏ।
ଆଣ୍ଡାମାନ ଏବଂ ନିକୋବର ଦ୍ୱିପପୁଞ୍ଜର ସମୁଦ୍ରକୂଳ ଲୋଭନୀୟ ହୋଇଥାଏ।
ସେହିଭଳି ମମଲ୍ଲାପୁରମ୍ ଏକ ଐତିହାସିକ ସମୁଦ୍ରତଟ, ଯାହାକି ତାମିଲନାଡ଼ୁରେ ରହିଛି।
ପଣ୍ଡିଚେରୀର ସମୁଦ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି।
ମୁମ୍ବାଇରେ ଅଲିବାଗ୍ ସମୁଦ୍ରକୂଳକୁ ଯାଇପାରିବେ।
ପୁରୀର ସମୁଦ୍ରକୂଳ ବହୁତ ଆକର୍ଷକ ଏବଂ ସୁନ୍ଦର ବୋଲି କୁହାଯାଏ।