ଜାତିଗତ ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇବାରେ ଫ୍ରେସ୍ନୋ ହେଲା ଦ୍ୱିତୀୟ ସହର…

ଫ୍ରେସ୍ନୋ ,୨।୧୦ : ଜାତିଗତ ଭେଦଭାବକୁ ନିଷିଦ୍ଧ କରିଥିବା କାଲିଫର୍ନିଆର ଫ୍ରେସ୍ନୋ ଆମେରିକାର ଦ୍ୱିତୀୟ ସହର ହୋଇପାରିଛି। ମ୍ୟୁନିସିପାଲିଟି କୋଡରେ ଦୁଇଟି ନୂତନ ବର୍ଗ ଯୋଡିବାକୁ ଏକ ପ୍ରସ୍ତାବକୁ ନଗର ପରିଷଦ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛି।

ଫେବୃଆରୀରେ, ସିଆଟେଲ ଦେଶର ପ୍ରଥମ ସହର ଭାବରେ ଜାତିଗତ ଭେଦଭାବକୁ ନିଷିଦ୍ଧ କରିଥିଲା ।

Share