ଇଥାନଲ ପ୍ଲାଣ୍ଟରେ ନିଆଁ: ଜଳିପୋଡ଼ି ଛାରଖାର

ସୋନପୁର,୧୫।୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜଲା ତରଭା ବ୍ଲକ ପାନମୁରାସ୍ଥିତ ଇଥାନଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଡ୍ରାୟରରେ ନିଆଁ ଲାଗି ଅନେକ ଯନ୍ତ୍ରପାତି ପୋଡି ଯାଇଛି। ୫ ଲକ୍ଷରୁ ଉଦ୍ଧର୍‌ବ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ଛି। ତରଭା ଅଗ୍ନିଶମ ଅଧିକାରୀ ଅନିଲ କୁମାର ମିଶ୍ର ନେତୃତ୍ୱରେ ଏକ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

 

Dharitri – Odisha’s No.1 Odia Daily