New Delhi: Minister of State (Independent Charge) Commerce and Industry, Nirmala Sitharaman at a press conference in New Delhi on Wednesday. PTI Photo by Manvender Vashist(PTI9_10_2014_000029B) *** Local Caption ***
ନୂଆଦିଲ୍ଲୀ,୨୯।୧୨:କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ଭାଇରାଲ ଜ୍ୱରର ଲକ୍ଷଣ ହେତୁ ସୀତାରମଣଙ୍କୁ ସୋମବାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ଦିଲ୍ଲୀରେ ଭର୍ତ୍ତି କରାଯାଇଥିଲା। ଏବେ ଅର୍ଥମନ୍ତ୍ରୀ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି।
୨୦୨୩ରେ କେନ୍ଦ୍ର ବଜେଟ ଉପସ୍ଥାପିତ ହେବ। ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀଙ୍କୁ ଅଧିକାରୀଙ୍କ ସହ ଅନେକ ବୈଠକ କରିବାକୁ ପଡିବ। ଏହାପୂର୍ବରୁ ସେ ସୁସ୍ଥ ହୋଇଯିବା ଏକ ଭଲ ଖବର ବୋଲି ଜଣାପଡିଛି।