ନୂଆପଡ଼ା,୧୫।୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଜଣେ ମହିଳା ମାଓବାଦୀ ଆତ୍ମସର୍ପଣ କରିଛନ୍ତି। ବଛେଲା ଅଟାମି ଓରଫ ଜାନସୀ ଗରିଆବନ୍ଧ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ମୁଣ୍ଡ ପାଇଁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ନଭରୀ ଏରିଆ ମାଓ ସଂଗଠନର ଜାନସୀ ସକ୍ରିୟ ସଦସ୍ୟା ଥିଲେ।