ଜୟ ଢୋଲକିଆଙ୍କ ବୁଥ୍‌ରେ EVMରେ ତ୍ରୁଟି: ଆରମ୍ଭ ହୋଇପାରିଲାନି ଭୋଟିଂ

ନୂଆପଡ଼ା,୧୧।୧୧(ମକାରୁ ବେମାଲ): ଆଜି ନୂଆପଡ଼ା ଉପନିର୍ବାଚନକୁ ଅନୁଷ୍ଠିତ ହୋଇଛି। ଏଠାରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ ଖରିଆର ରୋଡ ମୋଙ୍ଗରାପାଲିରେ EVMରେ ତ୍ରୁଟି ଦେଖାଯାଇଛି। ମୋଙ୍ଗରାପାଲିର ୬୬ ନଂ ବୁଥରେ EVMରେ ସମସ୍ୟା ରହିଛି। ଫଳରେ ଏଯାଏ ଭୋଟିଂ ଆରମ୍ଭ ହୋଇପାରିନି। ଧାଡ଼ିରେ ଭୋଟର ଛିଡାହୋଇଛନ୍ତି। ଏହା ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବୁଥ୍‌ ବୋଲି ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 

Share