ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଗିରଫ କଲା EOW

କଟକ,୨୦ା୯: ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। କଟକ ରାଣୀହାଟ ମାଳିସାହିର ବିଜୟ ରାଉତଙ୍କ ଏତଲା ଆଧାରରେ ଦିଲ୍ଲୀପଙ୍କୁ ଗିରଫ କରାଯାଇଛି। ରିୟଲ ଇଷ୍ଟେଟ୍‌ ବିଜନେସ୍‌ରେ ସାଢ଼େ ୭ କୋଟି ଫ୍ରଡ୍‌ ଅଭିଯୋଗରେ ଗିରଫ। ଶନିବାର ଓପିଆଇଡି କୋର୍ଟରେ ଦିଲ୍ଲୀପଙ୍କୁ ହାଜର କରିବ EOW।

Share