Categories: Home Leftଖେଳ

ଚାମ୍ପିୟନ୍ସ ଟ୍ରଫିରୁ ବାଦ୍‌ ପଡ଼ିଲେ ଏହି ଅଲରାଉଣ୍ଡର

କଟକ, ୧୧ା୨: ଇଂଲଣ୍ଡ ଅଲରାଉଣ୍ଡର ଜାକବ ବେଥେଲ ଆଘାତପ୍ରାପ୍ତ ହୋଇଛନ୍ତି। ଫଳରେ ସେ ଆଗାମୀ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଖେଳିପାରିବେ ନାହିଁ ବୋଲି ଇଂଲଣ୍ଡ ଦଳର ଅଧିନାୟକ ଜୋସ୍‌ ବଟଲର ସ୍ପଷ୍ଟ କରିଛନ୍ତି।

ତାଙ୍କର ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରୀ ହୋଇଛି। ରବିବାର ଭାରତ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିିକିଆରେ ୪ ଉଇକେଟରେ ପରାଜିତ ହେବା ପରେ ବଟଲର ଏହି ସୂଚନା ଦେଇଛନ୍ତି।