ସମ୍ପାଦକୀୟ

ଏଇ ଭାରତରେ

୧୨୫ ଏଚ୍‌ଆଇଭି ପଜିଟିଭ ଶିଶୁଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାରେ ମହାରାଷ୍ଟ୍ରର ମଙ୍ଗଳ ଅରୁଣ ଶାହ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ତାଙ୍କୁ ଶ୍ରଦ୍ଧାରେ ଲୋକେ ମଙ୍ଗଳତାଇ…

5 years ago

ଅଣୁ ଗଠନର ଅଭିନବ ଉପକରଣକୁ ନୋବେଲ

ଡ. ବିକାଶ କୁମାର ଜେନା ଚଳିତବର୍ଷ ପ୍ରସିଦ୍ଧ ଅନୁସନ୍ଧାନକାରୀ ବେଞ୍ଜାମିନ୍‌ ଲିଷ୍ଟ ଏବଂ ଡେଭିଡ୍‌ ମ୍ୟାକ୍‌ମିଲନଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନୟନ କରାଯାଇଛି। ୧୯୬୮…

5 years ago

ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ୮୦ ଦଶକର ଚିରସବୁଜ ଅକ୍ଷୟ ମହାନ୍ତିଙ୍କର ଗୋଟିଏ ଗୀତ ”ଯା’ରେ ଭାସି ଭାସି ଯା’...“ ମନେପଡ଼ୁଛି। ସେହି ଗୀତରେ ଗୋଟିଏ ଧାଡ଼ି ଥିଲା…

5 years ago

ନୂଆ ଧାରା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନନୀପୁର ଉପ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବେଶ୍‌ ଉତ୍ସାହିତ ତଥା ଅଶ୍ୱସ୍ତ ଅଛନ୍ତି। ଏହା ତାଙ୍କ ଆମତ୍ତ୍ବିଶ୍ୱାସ…

5 years ago

ଏଇ ଭାରତରେ

ଦସ୍ୟୁ ରତ୍ନାକର ବାଲ୍ମୀକି ହେବା ଭଳି କର୍ନାଟକର ଥୋମାସ ରାଜଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ସେ ଅପରାଧ ଦୁନିଆରୁ ବାହାରି ଅସହାୟଙ୍କ ଆଶା ପାଲଟିଛନ୍ତି। ଏବେ ସୁଦ୍ଧା…

5 years ago

ଆମେ ସବୁ ପଣ୍ଡିତ

ଡ. ସତ୍ୟନାରାୟଣ ମିଶ୍ର ସମାଜରେ ମୁଖ୍ୟତଃ ଦୁଇ ପ୍ରକାର ମଣିଷ ଦୃଷ୍ଟିଗୋଚର ହୋଇଥାଏ ତାହା ହେଲା ଆର୍ଥିକ ଦୃଷ୍ଟିକୋଣରୁ ଧନୀ-ଦରିଦ୍ର ଓ ବୌଦ୍ଧିକ ଦୃଷ୍ଟିକୋଣରୁ ପଣ୍ଡିତ-ମୂର୍ଖ। ତେବେ…

5 years ago

ବିସ୍ଥାପନ ଯୁଗରେ ଶିକ୍ଷା ବ୍ୟବସ୍ଥା

ଆଫଗନିସ୍ତାନରୁ ଅନ୍ୟ ଦେଶଗୁଡ଼ିକୁ ଶରଣାର୍ଥୀଙ୍କ ସୁଅ ଛୁଟିଛି। ପୃଥିତ୍ବୀର ବିଭିନ୍ନ ଦେଶରେ ଏବେ ପ୍ରାୟ ୨୬ ଲକ୍ଷ ଆଫଗାନ୍‌ ଶରଣାର୍ଥୀ ରହିଛନ୍ତି। ବତ୍ତର୍ର୍ମାନ ସୁଦ୍ଧା ପୃଥିତ୍ବୀରେ ମୋଟ…

5 years ago

ବାୟୁମଣ୍ଡଳୀୟ ଗବେଷଣାକୁ ଅନ୍ତର୍ଜାତୀୟ ସ୍ବୀକୃତି

ଗୌରୀଶଙ୍କର ସାହୁ ବାୟୁମଣ୍ଡଳ ସମ୍ବନ୍ଧୀୟ ଗବେଷଣା ଏକ ମହତ୍ତ୍ୱପୂର୍ଣ୍ଣ ଗବେଷଣା। ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ସୂଚନା ଏହି ବିଭାଗ ସହ ସଂଲଗ୍ନ। ଜଳବାୟୁ ପରିବର୍ତ୍ତନ ଓ…

5 years ago

ବିଶ୍ୱରେ ବିଟ୍‌କଏନ

ଡାରୋନ ଆକ୍‌ମୋଗ୍ଲୁ ବିଟ୍‌କଏନର ମୂଲ୍ୟ ପ୍ରଥମଥର ଲାଗି ଉଚ୍ଚରେ ପହଞ୍ଚତ୍ଥିବାରୁ ଏଲ୍‌ସାଲଭାଡର ଏବଂ କ୍ୟୁବା ଏହାକୁ ଲିଗାଲ ଟେଣ୍ଡର ଭାବେ ସ୍ବୀକାର କରିବାକୁ ବିଚାର କରୁଛନ୍ତି। ତେବେ…

5 years ago

ବେଦାନ୍ତ ଦର୍ଶନ

ଡା. ଗୋପାଳ ଚନ୍ଦ୍ର ଦାଶ ଷଟ୍‌ ଦର୍ଶନ ମଧ୍ୟରେ ବେଦାନ୍ତ ହେଉଛି ଅନ୍ତିମ ଦର୍ଶନ। ଏହା ଉପନିଷଦ୍‌ ତତ୍ତ୍ୱ ଉପରେ ଆଧାରିତ। ବ୍ରହ୍ମ ସାକ୍ଷାତ୍‌କାର ଏହି ଦର୍ଶନର…

5 years ago