ସମ୍ପାଦକୀୟ

ଏଇ ଭାରତରେ

ଭୋକିଲାଙ୍କ ପେଟ ଭରୁଛନ୍ତି ମୁମ୍ବାଇର ଟ୍ରାନ୍ସଜେଣ୍ଡରମାନେ। ଏହି ସମୁଦାୟର ୫,୦୦୦ ଜଣ ଏକାଠି ଏକ କମ୍ୟୁନିଟି କିଚେନ କରି ଭୋକିଲାମାନଙ୍କୁ ୧ଟଙ୍କାରେ ଜଳଖିଆ ଓ ୧୦ ଟଙ୍କାରେ…

4 years ago

ଏଇ ଭାରତରେ

ପରିବେଶ ସୁରକ୍ଷା ଆଗରେ ଚାକିରିର ମୂଲ୍ୟ କିଛି ନୁହେଁ, ଏହା ପ୍ରମାଣ କରିଛନ୍ତି ମୀରା ଚନ୍ଦ୍ରନ। କେରଳର ଉକ୍ତ ମହିଳା ବନ ବିଭାଗ ଓ ସ୍ଥାନୀୟ ଆଦିବାସୀମାନଙ୍କୁ…

4 years ago

ମମି ଓ ମୋବାଇଲ

ଉପେନ୍ଦ୍ର ବିଶ୍ୱାଳ   ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣଙ୍କ ଶ୍ରେଣୀ ଗୃହରେ ସେଦିନ ପ୍ରବେଶକରି ପିଲାଙ୍କ ସହିତ ଆରମ୍ଭ କରିଦେଲେ କେତେକେତେ ମିଠାମିଠା ମଜାଳିଆ କଥା। ହାତରେ…

4 years ago

ସୁଖୀର ମନସ୍ତତ୍ତ୍ୱ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ମଣିଷ ଭ୍ରମବଶତଃ ଇନ୍ଦ୍ରିୟାନୁଭୂତ ଆନନ୍ଦକୁ ସୁଖ ମଣେ। ଇନ୍ଦ୍ରିୟତୃପ୍ତି ପାଇଁ ସେ ଅମାପ ଧନ ଅର୍ଜନ କରେ। ସେ ଭାବେ ଧନ…

4 years ago

ମିଶୁଛି ବେଲାରୁଷ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପୁଣି ଭୟଙ୍କର ରୂପ ଧାରଣ କରିଛି। ଜୁନ୍‌ରୁ ଏହା ଟିକେ ଶିଥିଳ ପଡ଼ିଆସିଥିବା ବେଳେ ୮ ଅକ୍ଟୋବରରେ ରୁଷିଆରୁ କ୍ରିମିଆକୁ ସଂଯୋଗ କରୁଥିବା ସେତୁ…

4 years ago

ଏଇ ଭାରତରେ

ବିନା ମାଟିରେ, କେବଳ ପାଣିରେ ଚାଷ(ହାଇଡ୍ରୋପୋନିକ୍ସ) କରିବା ଲାଗି ୫୦୦୦ କୃଷକଙ୍କୁ ସାହାଯ୍ୟ କରି ଏକ ଉଦାହରଣ ପାଲଟିଛନ୍ତି ଗୌରବ ନାରଙ୍ଗ। ସେ ଆଇଆଇଏମ୍‌ କୋଲ୍‌କାତାରୁ ଡିଗ୍ରୀ…

4 years ago

ବଳିଦାନର ଅନ୍ୟ ନାମ ବାଜି ରାଉତ

ପ୍ରହଲାଦ କୁମାର ସିଂହ ଏଡ଼ିକି ସେ ଅମାନିଆ ପିଲା ଫଉଜର ଗୁଳିଗୁଳା, ରଜା, ଝଡ଼ କିଛି ନ ମାନିଲା। ଧୂଳିଖେଳ ଛାଡ଼ି ଗୁଳି ଆଗେ ଜୀବନକୁ ହସିହସି…

4 years ago

ରତ୍ନଭଣ୍ଡାରକୁ ନେଇ ସଂଶୟ

ଅନିଲ ବିଶ୍ୱାଳ ଆଜକୁ ୪ ବର୍ଷ ହେଲାଣି ମହାପ୍ରଭୁ ଶ୍ରୀଗଜନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଚାବି ହଜିଥିବା କଥା ସାମ୍ନାକୁ ଆସିଲାଣି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ କରିବା…

4 years ago

ସୁନ୍ଦର ନଗରୀ ଅସୁନ୍ଦର

ଭାରତ ଏବେ ଅର୍ଥନୈତିକ ଦୁଃସ୍ଥିତି ଦେଇ ଗତି କରୁଛି। ବେକାରିଙ୍କ ସଂଖ୍ୟା ବଢ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଉଥିବାରୁ ଲୋକେ ଦହଗଞ୍ଜ ହେଉଛନ୍ତି। ଏଭଳି ସ୍ଥିତିରେ…

4 years ago

ଏଇ ଭାରତରେ

ନିଷ୍ଠା ଓ କଠୋର ପରିଶ୍ରମ ସଫଳତାର ଚାବିକାଠି, ଯାହା ପ୍ରତିପାଦିତ କରିଛନ୍ତି ମହାରାଷ୍ଟ୍ରର ସବିତା ଡାକଲେ। ସବିତାଙ୍କ ବୟସ ୩୮। ରହୁଛନ୍ତି ଫୁଲାମ୍ବରୀ ଜିଲାରେ। ମାତ୍ର ୧୦ମ…

4 years ago