ସମ୍ପାଦକୀୟ

ମାନହାନି ଅଡ଼ୁଆ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏମ୍‌ପି ଭାବେ ଅଯୋଗ୍ୟ ଘୋଷଣା କରାଯିବା ପରେ ପାର୍ଲାମେଣ୍ଟରେ ତାଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି। ଏହି ଘଟଣା ଏବେ ସମଗ୍ର…

3 years ago

ଏଇ ଭାରତରେ

ଲୁହାକୁ ଯେତେ ପିଟିବ ତାହା ସେତେ ମଜଭୁତ ହେବ- ଏହି କଥାଟିକୁ ସେହି ମହିଳା ଜଣକ ବାରମ୍ବାର ଦୋହରାନ୍ତି ଯିଏ କି ପିଲାଦିନରୁ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା…

3 years ago

ଗଣିତର ମେସି

ଲୁଇଜ୍‌ କାଫାରେଲି ବୈଦିକ ସମୟରୁ ଆଜିଯାଏ ଗଣିତ ଏକ ଜଟିଳ ବିଷୟ ରହିଆସିଛି। ତାହା କେତେକଙ୍କ ପାଇଁ ସହଜ ହୋଇଥିବା ବେଳେ ଅନେକଙ୍କ ସକାଶେ ଜଟିଳ ହୋଇଥାଏ।…

3 years ago

ଉତ୍ତର ନ ଥିବା ପ୍ରଶ୍ନ

ଚିତ୍ର ଚରିତ୍ର ମଣିଷର ଜ୍ଞାନ ବିଜ୍ଞାନ, ବିଦ୍‌ବତ୍ତା ଓ ବୌଦ୍ଧିକତା ଯେତେ ପ୍ରଖର ହେଲେ ବି କିଛି ଆଧିଭୌତିକ ପ୍ରଶ୍ନ ଚିରକାଳ ତା’ ପାଇଁ ରହସ୍ୟ ହୋଇ…

3 years ago

ରାସ୍ତା ବଦଳାଇବାର ବେଳ

୨୦୧୪ରେ ମନମୋହନ ସିଂ କହିଥିଲେ- ଏହା ମୋର ଦୃଢ଼ ବିଶ୍ୱାସ, ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେଲେ ତାହା ଦେଶ ପାଇଁ ବିପର୍ଯ୍ୟୟ ଆଣିବ। ଏହାର ୪…

3 years ago

ଅଧିକାରୀଙ୍କୁ ଆପାର୍ଟମେଣ୍ଟ

ବରିଷ୍ଠ ବାବୁ ଓ ପୋଲିସ ଅଧିକାରୀମାନଙ୍କ ପାଇଁ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନିର୍ମାଣ ଲାଗି ମହାରାଷ୍ଟ୍ର ସରକାର ମେରାଇନ ଡ୍ରାଇଭ୍‌ ଥାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଥାନା…

3 years ago

ମହିଳା ସଶକ୍ତୀକରଣର ବଳିଷ୍ଠ ବାହକ

ସୌରଜିତ ପ୍ରଧାନୀ ସମାଜରେ ଏମିତି କିଛି ଉପାଦାନ ଥାଏ, ଯାହା ସବୁବେଳେ ଅବହେଳିତ ହେବା ଦେଖାଦେଇଛି । ପ୍ରତ୍ୟେକ ସମାଜ, ରାଜ୍ୟ ଓ ରାଷ୍ଟ୍ରରେ ମୌଳିକ ଅଧିକାର…

3 years ago

କ୍ଷୁଦ୍ରଶସ୍ୟରେ ହାଇବ୍ରିଡ କାହିଁକି

ବିଚିତ୍ର ବିଶ୍ୱାଳ ଚଳିତ ବର୍ଷ ୨୦୨୩କୁ ଜାତିସଂଘ ତରଫରୁ ଅନ୍ତର୍ଜାତୀୟ ମିଲେଟ୍‌ ବା କ୍ଷୁଦ୍ରଶସ୍ୟର ବର୍ଷ ଭାବେ ପାଳନ କରାଯାଉଥିବା ବେଳେ ଆମ ଦେଶରେ କ୍ଷୁଦ୍ରଶସ୍ୟର ଚାହିଦା…

3 years ago

ଏଇ ଭାରତରେ

ଲୋକେ ଅନ୍‌ଲାଇନ କିମ୍ବା ନଗଦ ଟଙ୍କା ଦେଇ ମନପସନ୍ଦର ଦୁଇଚକିଆ ହେଉ କିମ୍ବା ୪ ଚକିଆ ଯାନ କିଣିଥାନ୍ତି। କିନ୍ତୁ ଆସାମରେ ମହମ୍ମଦ ସଇଦୁଲ ହକ୍‌ କେବଳ…

3 years ago

ଜଳ ସଙ୍କଟ ଓ ନିବେଶ ସୁଯୋଗ

ବାୟୁ ଭଳି ଜଳ ମଧ୍ୟ ପୃଥିବୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଉତ୍ସ। ତେବେ ବହୁ ସମୟରେ ଜଳ ପ୍ରଣାଳୀର କାର୍ଯ୍ୟପଦ୍ଧତି ଗମ୍ଭୀର ସଙ୍କଟ ସ୍ଥିତି ସୃଷ୍ଟିକରେ ଯାହା…

3 years ago