ସମ୍ପାଦକୀୟ

କୋଟିଆ ଆମର

ଜୟନ୍ତ ପଟ୍ଟନାୟକ କୋଟିଆ ଆମର, ଆମର କୋଟିଆ। ଏଇ କଥାଟା ଶୁଣି ଶୁଣି ବିରକ୍ତ ଲାଗିଲାଣି। କୋଟିଆ ଯଦି ଆମର, ତା’ହେଲେ ଏତେଥର କହିବା ଦରକାର କ’ଣ,…

2 years ago

ଅଭିଜ୍ଞଙ୍କୁ ଦାୟିତ୍ୱ

ସମ୍ପ୍ରତି ଷୋଡ଼ଶ ଫାଇନାନ୍ସ କମିଶନ ବା ଅର୍ଥ ଆୟୋଗ ଗଠନ ସମ୍ପର୍କରେ ଘୋଷଣା ମୋଦି ସରକାରଙ୍କ ରଣନୀତିକ ନିଯୁକ୍ତିର ଏକ ଉକତ୍ୃଷ୍ଟ ବିଚାରଧାରାକୁ ସ୍ପଷ୍ଟ କରିଛି। ଫାଇନାନ୍ସ…

2 years ago

ତାଇଓ୍ବାନ୍‌ ସଙ୍କଟ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଉଚ୍ଚସ୍ତରୀୟ ଆଲୋଚନା ମାଧ୍ୟମରେ ଚାଇନା ସହ ଉତ୍ତେଜନା ହ୍ରାସ କରିବାକୁ ଅଧିକ ପ୍ରୟାସ କରିଛି। କିନ୍ତୁ ଚାଇନାର ରାଷ୍ଟ୍ରପତି ଶି…

2 years ago

ଲୋକେ କ’ଣ କହିବେ

ଆପଣ ଗୋଟେ କାମ କରିବାକୁ ଯାଉଛନ୍ତି ତ ଆପଣଙ୍କ ମାନସିକ ସ୍ତରରେ ପ୍ରବଳ ଚିନ୍ତନ। କେମିତି କରିବେ? କ’ଣ କରିବେ? ଯାହା ବି କରିବେ ଠିକ୍‌ ହେବ…

2 years ago

ପିଲାଙ୍କ ପାଇଁ ଅର୍ଥ ବ୍ୟବସ୍ଥା

ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିଜର ବଜେଟ ଅଭିଭାଷଣରେ ଗତ ଦଶବର୍ଷର ପ୍ରଗତିକୁ ଉଲ୍ଲେଖ କରିବା ସହ ଅମୃତ…

2 years ago

ଏଇ ଭାରତରେ

ଜଣେ ଗାଉଁଲି ମହିଳା ଅନେକ ଲକ୍ଷ ଲୋକଙ୍କୁ ଇଂଲିଶ ଶିକ୍ଷା ଦେଉଥିବା କଥା ବିଶ୍ୱାସ ହେଉ ନ ଥିଲେ ବି ସତ। ଏହି ମହିଳା ହେଉଛନ୍ତି ଉତ୍ତରପ୍ରଦେଶର…

2 years ago

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ ବେଦାଂଶଙ୍କୁ…

2 years ago

ଓଡ଼ିଆ ଅସ୍ମିତା ଓ କୁନ୍ତଳା କୁମାରୀ

ଡ. ପ୍ରଫୁଲ୍ଲ କୁମାର ସାହୁ   ଅମୃତ ଅନ୍ବେଷାର କବୀ କୁନ୍ତଳା କୁମାରୀ ସାବତ। ବିଭୁପ୍ରାଣତାର ଏକ ହିରଣ୍ମୟ ଅଙ୍ଗୀକାର। ଜୀବନ ବଞ୍ଚତ୍ବାର ଅବଧି (୮.୨.୧୯୦୦ -…

2 years ago

ଅନ୍ତିମ ଲକ୍ଷ୍ୟ

ଈପ୍ସିତା ମହାନ୍ତି   ସାଧାରଣ ଜୀବନରେ ଯଦି କେହି ଜଣେ ବ୍ୟକ୍ତିଙ୍କୁ ହତ୍ୟାକରେ, ତେବେ ମୃତକ ପକ୍ଷର ଲୋକମାନେ ତାକୁ ମାରିବା ପାଇଁ ପାଗଳ ହୋଇଉଠନ୍ତି। ବେଳେବେଳେ…

2 years ago

ବେଦ ଓ ବିଜ୍ଞାନ

ବେଦ ହିନ୍ଦୁମାନଙ୍କର ପବିତ୍ର ଶାସ୍ତ୍ର। ଏହାର ଧର୍ମୀୟ ଗୁରୁତ୍ୱ ରହିଛି। ଏହା ବ୍ୟତୀତ ବିଜ୍ଞାନ ସହିତ ବେଦର ସମ୍ପର୍କ ରହିଛି ବୋଲି ବହୁ ସମୟରେ ଯୁକ୍ତି ସାମ୍ନାକୁ…

2 years ago