ତ ଲୋକ ସଭା ନିର୍ବାଚନ ସମୟରେ ଉଭୟ ଭାରତୀୟ ଜନତା ପାର୍ଟି ଶକ୍ତି ଉତ୍ପାଦନ ନିମନ୍ତେ ଜୀବାଶ୍ମ ଇନ୍ଧନରୁ ସ୍ବଚ୍ଛ ବା ନବୀକରଣୀୟ ଇନ୍ଧନ ଉତ୍ସକୁ ପରିବର୍ତ୍ତନ…
ଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଏତେ ଶୀଘ୍ର କ୍ଷମତାଚ୍ୟୁତ ହେବେ ବୋଲି କେହି ପ୍ରାୟତଃ ଆଶାକରି ନ ଥିଲେ। ଜୁଲାଇ ପ୍ରାରମ୍ଭରେ ଛାତ୍ରମାନେ ଚାକିରିରେ ସଂରକ୍ଷଣ ବିଷୟକୁ…
ଜନସଂଖ୍ୟା ଅନୁଯାୟୀ ଆମ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ରହିଛି। ବିଶ୍ବ ଜନସଂଖ୍ୟାର ୧୮ ପ୍ରତିଶତ ଲୋକ ଆମ ଦେଶରେ ରୁହନ୍ତି। କିନ୍ତୁ ଆମ ପାଖରେ ବୈଶ୍ବିକ…
ବି ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ଛୋଟ ମୋର ଗାଁଟି’ର ଏକ କବିତାଂଶ ହେଲା ଚଉକିଦାର ଗୋବରା ଭୋଇ - ଚିଲମଟାଣି ରାତିଟା ଶୋଇ। ସକାଳୁ କହେ ଚୋରକୁ କାଲି…
ରାମାୟଣର ଅନେକ ସଂସ୍କରଣ ଅଛି। ସେଥିମଧ୍ୟରେ ସଂସ୍କତ ରାମାୟଣକୁ ମୂଳ ରାମାୟଣ ବୋଲି ଗ୍ରହଣ କରାଯାଏ। ଏହିସବୁ ସଂସ୍କରଣ ବିଭିନ୍ନ କାହାଣୀକୁ ନେଇ ଏକ ରାମାୟଣ ପରମ୍ପରା…
ତାମିଲନାଡ଼ୁ ରାଜ୍ୟ ଭାଜପା ଶାଖାର କାର୍ଯ୍ୟକାରୀ ସଦସ୍ୟା ଏବଂ ସେହି ରାଜ୍ୟର ସୁପରିଚିତା ସିନେମା ଅଭିନେତ୍ରୀ ନମିତା ଭାଙ୍କଓ୍ବାଲା ଅଗଷ୍ଟ ୨୬ରେ ମଦୁରାଇସ୍ଥିତ ମୀନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିରକୁ…
ଭାରତର ହିନ୍ଦୁ ଧର୍ମଶାସ୍ତ୍ର ଶିବ ପୁରାଣରେ ସର୍ବାଗ୍ରେ ପୂଜିତ ଗଜାନନ ଗଣେଶଙ୍କର ପିଲାଦିନୁ ହାତୀମୁଣ୍ଡ ନ ଥିଲା। ଭିତରକୁ କାହାକୁ ପ୍ରବେଶ ନ କରିବାର ନିଜ ମାତାଙ୍କ…
ଅନେକ ସମୟରେ କେତେକେ ଧନିକ ଶ୍ରେଣୀଙ୍କ ସ୍ବାର୍ଥ ପାଇଁ କହିଥାନ୍ତି- ‘କିଛି ଲୋକ କଷ୍ଟକରି ଧନୀ ହେଉଛନ୍ତି ଏବଂ ତାଙ୍କ ଉପରେ ଅଧିକ ଟିକସ ବସାଇ ଯେଉଁ…