ଫିଲିପାଇନ୍ସରରେ ଭୂକମ୍ପ ଝଟକା

ମାନିଲା,୧୭।୧୧: ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟକା। ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ (ଜିଏଫ୍‌ଜି) ଅନୁଯାୟୀ, ମିଣ୍ଡାନାଓରେ ହୋଇଥିବା ଭୂକମ୍ପର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୧୦ କିଲୋମିଟର (୬.୨ମାଇଲ) ଗଭୀରରେ ଥିଲା। ଭୂକମ୍ପ ଫଳରେ ଏ ପର୍ଯ୍ୟନ୍ତ କୌଣସି ଆହତ କିମ୍ବା କ୍ଷୟକ୍ଷତିର ଖବର ନାହିଁ।

Share
Tags: earthquake