Categories: Video

ପୂଜା ପାଉଛନ୍ତି ମା’

ଐତିହ୍ୟ ସହର କଟକ। ଯାହାର କୋଣ ଅନୁକୋଣରେ ରହିଛି କଳା ଓ ସଂସ୍କୃତିର ଚିହ୍ନ। କଟକର ଦୁର୍ଗାପୂଜା ସବୁବେଳେ ନିଆରା। ଆସନ୍ତୁ ବୁଲିଯିବା କଟକର କିଛି ପ୍ରମୁଖ ପୂଜାମଣ୍ଡପକୁ।