ନବରଙ୍ଗପୁର,୨୬।୮(ଶଦାଶିବ ପ୍ରହରାଜ): ନବରଙ୍ଗପୁର: ଉମରକୋଟ ପୌର ପରିଷଦ ଅଧ୍ୟକ୍ଷା ରାଧା ଭତ୍ରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ୧୪ କାଉନସିଲର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। ଉନ୍ନୟନମୂଳକ କାର୍ଯ୍ୟ ହେଉ ନ ଥିବା ଅଭିଯୋଗରେ ଅନାସ୍ଥା ପ୍ରସ୍ତାବ ଆସିଥିବା କୁହାଯାଉଛି। ବିଜେଡି ଟିକେଟ୍ରୁ ନିର୍ବାବାଚିତ ହୋଇଥିଲେ ରାଧା।