Categories: Video

‘ଧରିତ୍ରୀ ଆମ ରାଜ୍ୟର ଗର୍ବ’ – ସୁରେଶ ରାଉତରାୟ

୫୦ ବର୍ଷ ଭିତରେ ବହୁତ ସୁନାମ ଅର୍ଜନ କରିଛି ଧରିତ୍ରୀ । ଧରିତ୍ରୀ ୫୦ ବର୍ଷରେ ପଦାର୍ପଣକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବାର୍ତ୍ତା