Categories: Video

ଦଣ୍ଡ ମାରିଗଲେ ଜଗା ପାଖକୁ | Devotees knock doors of Lord Jagannath

ଜଗନ୍ନାଥଙ୍କ ନିକଟରେ ଏକ ପୁତ୍ର ସନ୍ତାନର ମାନସିକ ରଖିଥିଲେ। ଯଦି ପୁଅ ଟିଏ ହୁଏ ତେବେ ସେ ସାକ୍ଷୀଗୋପାଳରୁ ପୁରୀ ଅଭିମୁଖେ ଦଣ୍ଡ ମାରି ମାରି ଯିବେ।