ରାଜା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ

ଖଡ଼ିଆଳ,୧୧ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଖଡିଆଳର ସ୍ବର୍ଗତ ରାଜା ଡ. ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାସହ ପରିବାରର ରାଜ ମାତା ରାଜଶ୍ରୀ ଦେବୀ, ରାଜା ସାହେବ ଦେବଦେବ ସିଂଦେଓ ଓ ପରିବାର ଅନ୍ୟ ସଦସ୍ୟଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ। ଏହି ଅବସରରେ ତାଙ୍କ ସହ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily