ଦୀପାଳିଙ୍କ ଆବେଦନ ECIରେ ଗୃହୀତ

ଝାରସୁଗୁଡ଼ା,୨୧ା୬: ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ପରାଜିତ ପ୍ରାର୍ଥିନୀ ଦୀପାଳି ଦାସଙ୍କ ଆବେଦନକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି। ନିର୍ବାଚନ ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଦୀପାଳି ଇଭିଏମ୍‌ ଯାଞ୍ଚ ପାଇଁ ଜିଲା ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଯାଞ୍ଚ ଏବଂ ଭେରିଫିକେଶନ ପାଇଁ ଆବେଦନ କରିଥିଲେ। ଝାରସୁଗୁଡ଼ାର ୧୩ଟି ପୋଲିଂ ଷ୍ଟେଶନର ଇଭିଏମ୍‌ ଯାଞ୍ଚ ଅନୁମତି ମିଳିଛି। ସାମ୍ବିଧାନିକ ବ୍ୟବସ୍ଥାରେ ଅଧିକାର ପାଇଁ ଲଢ଼େଇବୋଲି ଦୀପାଳି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Share
Tags: dipali das