Categories: Home Left

ସମୁଦ୍ରରେ ବଡ଼ ହଲଚଲ, ଗୋପାଳପୁରରେ…

ଭୁବନେଶ୍ୱର, ୨୫।୧୦: ଆସୁଛି ବାତ୍ୟା ମୋନ୍ଥା । ବଙ୍ଗୋପସାଗରରେ ଆାସୁଥିବା ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ବଡ଼ ଅପଡେଟ୍‌ ଦେଇଛି ଭାରତୀୟ ପାଣିପାଗ ବିଭାଗ । ସମୁଦ୍ର ଭିତରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା । ବଢିବ ପବନର ବେଗ । ୨୭ ତାରିଖରେ ବାତ୍ୟା ମୋନ୍ଥା ସୃଷ୍ଟି ହେବା ପରେ ନେବ ଭୀଷଣ ବାତ୍ୟାର ରୂପ । ୨୮ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ବା IMD । ସମ୍ଭାବ୍ୟ ବାତ୍ୟାର ନୂଆ ଟ୍ରାକ୍‌ ମଧ୍ୟ ଜାରି କରାଯାଇଛି ।

Share