Faceless Computer Hacker
ବେଙ୍ଗାଲୁରୁ,୨୯।୧୦: ୨ଶହ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨କୋଟି ଟଙ୍କା। ଏପରି ଘଟଣା ଘଟିଛି କର୍ନାଟକରେ। ସାଇବର ଠକ କର୍ନାଟକର ୧ଶହ ବ୍ୟାଙ୍କ ଖାତାରୁ ୨କୋଟି ଟଙ୍କା ଗାଏବ କରି ଦେଇଛନ୍ତି। ବେଙ୍ଗାଲୁରୁ ସାଇବର ପୋଲିସର ସୂଚନା ପରେ ବିହାରର ପୂର୍ଣ୍ଣେଆ ଏହି ମାମଲାର ତଦନ୍ତ କରିଥିଲା। ପରେ ଏହି ଘଟଣା ଜଣା ପଡିବା ପରେ ପୋଲିସ ୩ ସାଇବର ଠକଙ୍କୁ ଗିରଫ କରିଛି। ଏହି ଦୁଇମାସ ମଧ୍ୟରେ ଶହେରୁ ଅଧିକ ଲୋକ ବ୍ୟାଙ୍କରୁ ଟଙ୍କା ଗାଏବ ହେବା ନେଇ ଥାନାରେ ଅଭିଯୋଗ କରିଛନ୍ତି।