Categories: Video

କଂଗ୍ରେସ ଭବନରେ ଭଙ୍ଗାରୁଜା

ଆଜି ସକାଳେ କିଛି ଯୁବକ ମୁଖା ଓ ଗ୍ଳୋଭସ୍ ପିନ୍ଧି କଂଗ୍ରେସ ଭବନରେ ପଶି ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଏନେଇ ପିସିସି ସଭାପତି ଘଟଣାର ତଦନ୍ତ କରୁଛନ୍ତି।