Categories: Video

ଶୀତରେ ଥରୁଛି ସାରା ଓଡ଼ିଶା | Cold Wave Grips Odisha

ଶୀତରେ ଥରୁଛି ସାରା ଓଡ଼ିଶା। ପଶ୍ଚିମା ଝଡ଼ ପ୍ରଭାବରେ, ବର୍ତମାନ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଦିନ ୧୨ଟା ଯାଏ ବି କମୁନି ଶୀତ।