Categories: Home Leftଖେଳ

ପ୍ରଥମେ ବ୍ୟାଟିଂ ବାଛିଲେ ଓ୍ବାର୍ନର ; ସିଏସ୍‌କେ ଦଳରେ ଦୁଇ ପରିବର୍ତ୍ତନ

ନୂଆଦିଲ୍ଲୀ,୨୮।୪ : ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସନରାଇର୍ସ ହାଇଦ୍ରାବାଦ୍‌ ଅଧିନାୟକ ଡେଭିଡ୍‌ ଓ୍ବାର୍ନର। ଏଠାକାର ପିଚ୍‌ ଦ୍ୱିତୀୟ ଇନିଂସ ବେଳକୁ ଧିମା ହୋଇଯାଏ। ଏହାକୁ ନଜରରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଡ୍ବେନ ବ୍ରାଭୋ ଓ ଇମ୍ରାନ ତାହିରଙ୍କ ସ୍ଥାନରେ ମୋଇନ ଅଲି ଓ ଲୁଙ୍ଗି ଏନ୍‌ଗିଡି ଦଳକୁ ଫେରିଛନ୍ତି।