ଗତକାଲି ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଏଡିସିପି ସଞ୍ଜୟ ମହାପାତ୍ର ଅଧକ୍ଷାତା କରିଥିବା ବେଳେ ବ୍ୟବସାୟୀ ସଂଘ ପୂଜା କମିଟି ଓ ସାହି ବସ୍ତି ଏବଂ କ୍ଳବର ସଭାପତି ସମ୍ପାଦକ ଏବଂ ସଦସ୍ୟଙ୍କ ସହିତ ଆଲୋଚନା କରାଯାଇଛି ।