Categories: Video

ଆସିଲା CBSE ଦଶମ ରେଜଲ୍ଡ , ବାଜି ମାରିଲେ ଝିଅ

ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଜି ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନେ cbseresults.nic.in ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ। ଏଥର ମୋଟ ପାସହାର ୯୧.୪୬% ରହିଛି।