ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସୂର୍ଯ୍ୟଜ୍ୟୋତି କଳା କେନ୍ଦ୍ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ଶିଳ୍ପୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି ଭୁବନେଶ୍ୱରରେ…
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପପ୍ ଚିକ୍ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା ଟ୍ରାଫିକ୍…
ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରା ମା ବାସନ୍ତୀ ଦୁର୍ଗା ମୁର୍ମୟୀ ପ୍ରତିମାଙ୍କୁ ଦେବୀଗଡା କାଠଯୋଡ଼ି ନଦୀତଟରେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ନିଆଯାଉଛି
ଖରାକୁ ନାହିଁ ଖାତିର: ଭୁବନେଶ୍ୱରରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିବା ସତ୍ତ୍ୱେ ଖରାବେଳେ ମୁଣ୍ଡରେ ପଗଡ଼ି ବାନ୍ଧି ସାଇକେଲରେ ଯାଉଛନ୍ତି ଜଣେ ବୟସ୍କ ବ୍ୟକ୍ତି…
ଭୁବନେଶ୍ୱର ରାମମନ୍ଦିର ପରିସରରେ ରାମ ନବମୀ ପାଳନ ଭୁବନେଶ୍ୱରରେ ପ୍ରବଳ ଖରା ଓ ଗରମ କଟକରେ ପୁରୀ ରଥ ଯାତ୍ରା…
ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ପ୍ରଭୁ ଶ୍ରୀରାମ ଭୁବନେଶ୍ୱର…
ସୋମବାର ଭୁବନେଶ୍ୱରରେ ୪୧ .୮ ଡ଼ିଗ୍ରୀ ତାପମାତ୍ରାରେ ଲୋକମାନେ ରାସ୍ତାରେ ଯାଉଛନ୍ତି
ପବିତ୍ର ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ରାଜଧାନୀ ଭୁବନେଶ୍ୱର ରାମ ମନ୍ଦିରେ ଭକ୍ତଙ୍କ ଭିଡ ରସୁଲଗଡ ମା ମଙ୍ଗଳା ମନ୍ଦିରରେ ଝାମୁଯାତ୍ରାରେ ଭକ୍ତମାନେ ନିଆଁରେ ଚାଲୁଛନ୍ତି ପଞ୍ଚମୁଖୀ…
ବିଧାନସଭା ସମୁଖରେ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ ପାଳନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆଗରେ ସୁରକ୍ଷା କର୍ମୀ ଏବଂ ସଫାଇ କର୍ମଚାରୀମାନଙ୍କ ବିକ୍ଷୋଭ …