ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୨, ୨୦୨୧)

କଂଗ୍ରେସର ୬ ଘଣ୍ଟିଆ ହରତାଳ ସମୟରେ ଭୁବନେଶ୍ୱରର ଦୃଶ୍ୟ   ମାଷ୍ଟରକ୍ୟାଣ୍ଟିନ ସ୍କୋୟାରରେ ଥିବା ଆଇ ଲଭ୍ ଭୁବନେଶ୍ୱର ଲୋଗୋ ସହିତ ଯୁବତୀ ଫଟୋ ଉଠାଉଛନ୍ତି  …

4 years ago

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୧, ୨୦୨୧)

ଭୁବନେଶ୍ୱରର ନିଲାଦ୍ରି ବିହାରର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଲଲିତକଳା ଏକାଡେମୀ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନ ଗୋପାଷ୍ଟମି ଅବସରରେ କଟକସ୍ଥିତ ମାରୱାରୀ କ୍ଲବରେ ଗୋମାତା ଙ୍କୁ ପୂଜା…

4 years ago

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୦, ୨୦୨୧)

କରୋନା କଟକଣା ପାଇଁ କଟକ ଚାନ୍ଦିନୀଚୌକର ଏକ ଛାତ ଉପରେ ଛଟ ପୂଜା କରୁଛନ୍ତି ବିହାରୀ ସମ୍ପ୍ରଦାୟର ମହିଳା   କଟକ ଆରିଲୋଠାରେ ମେଗା ଓମ୍‌ଫେଡ ଡାଏରୀ…

4 years ago

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୯, ୨୦୨୧)

ଛଟ ପୂଜା ପାଇଁ କଟକ ରାଣୀହାଟ ପୋଲ ନିକଟରେ ହଳଦୀ ପତ୍ର କିଣୁଛନ୍ତି ଯୁବକ   କଟକ ଯୋବ୍ରା ଆନିକଟ ମହାନଦୀ ଜଳରେ ଥିବା ପଥରଖଣ୍ଡ ଉପରେ…

4 years ago

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୮, ୨୦୨୧ )

କାର୍ତ୍ତିକ ମାସ  ତୃତୀୟ ସୋମବାରରେ ବିଭିନ୍ନ ଶୈବ ପୀଠରେ ପୂଜାର୍ଚ୍ଚନା  ସହ ଠାକୁର ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି । ଆଜି ନାଗ ଚତୁର୍ଥୀ ଅବସରରେ…

4 years ago

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୬, ୨୦୨୧)

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା'କାଳୀଙ୍କୁ ବିସର୍ଜନ କରାଯାଉଛି   ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ…

4 years ago

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୫, ୨୦୨୧)

କଟକର ପୂଜାମଣ୍ଡପରେ ମା’କାଳୀଙ୍କ ମୂର୍ତ୍ତି   କଟକରେ ଦୀପାବଳି ପାଳନ   ଭୁବନେଶ୍ୱରର ପୂଜାମଣ୍ଡପରେ ମା’କାଳୀଙ୍କ ମୂର୍ତ୍ତି

4 years ago

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୪, ୨୦୨୧)

ଭକ୍ତମାନେ କାଳୀ ପୂଜାରେ ଭୁବନେଶ୍ୱରର ସତ୍ୟ ନଗର କାଳୀ ମନ୍ଦିରରେ ଭିଡ଼ ଜମାଇଛନ୍ତି

4 years ago

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩, ୨୦୨୧)

ଭୁବନେଶ୍ୱରର ଏକ ପୂଜାମଣ୍ଡପରେ ମା'କାଳୀଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ     ଭୁବନେଶ୍ୱରରେ ପରିବେଶ ଅନୁକୂଳ ବାଣ ବିକ୍ରି

4 years ago

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨, ୨୦୨୧)

ଦୀପାବଳି ଲାଗି କଟକ ଚୌଧୁରୀ ବଜାରରେ ପୂଜା ସାମଗ୍ରୀ କିଣିବା ପାଇଁ ଭିଡ଼   ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧବାର୍ଷିକୀରେ କଟକ ଖାନନଗରସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…

4 years ago