ଖେଳ

ମନିକା ବାତ୍ରା କ୍ୱାର୍ଟରରେ

ହାଙ୍ଗ୍‌ଝୋ(ଚାଇନା), ୩୦ା୯(ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ମନିକା ବାତ୍ରା ଏସିଆନ ଗେମ୍ସ ଟେବୁଲ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଭେଟେରାନ ଏ.…

2 years ago

ଭାରତୀୟ ରଗ୍‌ବୀ ଦଳରେ କିସ୍‌ର ୪ ଖେଳାଳି

ଭୁବନେଶ୍ୱର,୩୦ା୯ (ବିଜୟ ରଣା): ଚାଇନାର ଚାଇନିଜ ତାଇପେଠାରେ ୧୮ ବର୍ଷରୁ କମ୍‌ ଏସିଆ ରଗ୍‌ବୀ ସେଭେନ୍ସ ଟୁର୍ନାମେଣ୍ଟ ଶନିବାରଠାରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତର…

2 years ago

ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ

ବଲାଙ୍ଗୀର, ୩୦ା୯(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ସଦର ମହକୁମାସ୍ଥିତ ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ତିନିଦିନ ବ୍ୟାପୀ ଆୟୋଜିତ ରାଜ୍ୟ ସ୍କୁଲ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଗୁରୁବାର…

2 years ago

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଆରମ୍ଭ

ଭୁବନେଶ୍ୱର, ୩୦।୯ (ତପନ ସ୍ବାଇଁ): ଖୋର୍ଦ୍ଧାଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଶୁକ୍ରବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେଥିବା ବିଜୁ ପଟ୍ଟନାୟକ…

2 years ago

ଭାରତ ଆଜି ଇଂଲଣ୍ଡକୁ ଭେଟିବ

ଗୁଆହାଟି, ୩୦।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଭାରତରେ ପହଞ୍ଚତ୍ ଓ୍ବାର୍ମଅପ୍‌…

2 years ago

ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା

ହାଙ୍ଗଝୋ, ୩୦।୯ (ପି.ଟି.): ଚଳିତ ଏସିଆନ ଗେମ୍ସର ଶୁଟିଂ ରେଞ୍ଜରେ ଭାରତୀୟ ଶୁଟରମାନେ ଅତ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ଏଥର ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା…

2 years ago

ମର୍ଡେକା କପ୍‌: ୨୬ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ଘୋଷଣା

ନୂଆଦିଲ୍ଲୀ,୨୯ା୯: ମଲେସିଆରେ ଅକ୍ଟୋବର ୧୩ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ମର୍ଡେକା କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ପାଇଁ ଭାରତୀୟ ପୁରୁଷ ଦଳର ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌…

2 years ago

ମହିଳା, ପୁରୁଷ ଦଳର ବିଜୟ ଅଭିଯାନ

ହାଙ୍ଗ୍‌ଝୋ, ୨୯ା୯: ଏସିଆନ ଗେମ୍ସ ଚେସ୍‌ ଇଭେଣ୍ଟରେ ଭାରତର ପୁରୁଷ ଏବଂ ମହିଳା ଦଳ ବିଜୟ ହୋଇ ଅଭିଯାନ ଆରମ୍ଭ କରିଛନ୍ତି। ଶୁକ୍ରବାର ଉଭୟ ଯଥାକ୍ରମେ ମଙ୍ଗୋଲିଆ…

2 years ago

ନ୍ୟୁଜିଲାଣ୍ଡକୁ ୩୪୬ରନ୍‌ର ଟାର୍ଗେଟ ଦେଲା ପାକିସ୍ତାନ

ହାଇଦ୍ରାବାଦ,୨୯।୯: ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳାଯାଉଛି। ଏଥିରେ ପାକିସ୍ତାନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଭାବୀ ବ୍ୟାଟିଂ ଯୋଗୁ ନ୍ୟୁଜିଲାଣ୍ଡକୁ…

2 years ago

ଦଳରେ ଅଶ୍ୱିନଙ୍କୁ ନୁହେଁ, ବରଂ ଏହି ଦୁଇ ସ୍ପିନରଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବା କଥା: ଯୁବରାଜ

ନୂଆଦିଲ୍ଲୀ,୨୯।୯: ଭାରତୀୟ ବିଶ୍ୱକପ୍‌ ସ୍କ୍ବାର୍ଡରେ ପରିବର୍ତ୍ତନ ସ୍ବରୂପ ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମିଲ କରାଯାଇଛି। ବିସିସିଆଇର ଏହି ନିଷ୍ପତ୍ତିକୁ ନେଇ ଏବେ ବିଶ୍ୱକପ୍‌…

2 years ago