ଖେଳ

ବାଂଲାଦେଶ ବିଜୟ ନିକଟତର

ସିଲହେଟ୍‌, ୨ା୧୨: ବାମହାତି ସ୍ପିନର ତାଇଜୁଲ ଇସ୍‌ଲାମ ୪ ଉଇକେଟ ସଫଳତା ପରେ ବାଂଲାଦେଶ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ନିକଟତର…

2 years ago

୨୦୨୪ ଆଇପିଏଲ୍‌ ନିଲାମରେ ଓଡ଼ିଶାର ୧୬ ଖେଳାଳିଙ୍କ ନାମ ପଞ୍ଜୀକୃତ

ଭୁବନେଶ୍ୱର, ୨।୧୨ (ତପନ ସ୍ବାଇଁ): ୨୦୨୪ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଚଳିତ ମାସ ୧୯ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ।…

2 years ago

ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ଜିତାଇଥିବା ଟ୍ରାଭିସ୍‌ ହେଡ୍‌ଙ୍କ ବେସ୍‌ ପ୍ରାଇସ୍‌ ୨କୋଟି

ନୂଆଦିଲ୍ଲୀ, ୨ା୧୨: ଆଇପିଏଲ ଖେଳାଳି ନିଲାମ ଲାଗି ଅଷ୍ଟ୍ରେଲିଆର ବିଶ୍ୱକପ୍‌ ହିରୋ ଟ୍ରାଭିସ୍‌ ହେଡ୍‌, ପ୍ୟାଟ କମିନ୍ସ ଓ ମିଚେଲ ଷ୍ଟାର୍କଙ୍କ ସମେତ ଆଉଟ ଅଫ୍‌ ଫେଭର…

2 years ago

ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟ୍‌ବଲ ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୨।୧୨ (ତପନ ସ୍ବାଇଁ): ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ‘ଗତିକୃଷ୍ଣ ପଣ୍ଡା ମେମୋରିଆଲ’ ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟବଲ ଲିଗ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ୟୁନିଟ-୧ସ୍ଥିତ…

2 years ago

ଜୁନିୟର ମହିଳା ହକି ବିଶ୍ୱକପ୍‌: ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ ପରାସ୍ତ

ସାଣ୍ଟିଆଗୋ, ୨।୧୨: ଏଠାରେ ଚାଲିଥିବା ଜୁନିୟର ମହିଳା ହକି ବିଶ୍ୱକପ୍‌ରେ ଭାରତ ଏହାର ଦ୍ୱିତୀୟ ମ୍ୟାଚରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଜର୍ମାନୀଠାରୁ ୩-୪ ଗୋଲରେ ହାରିଯାଇଛି। ପ୍ରଥମ…

2 years ago

ଭାରତ ସିରିଜ ବିଜୟୀ: ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା

ରାୟପୁର, ୧।୧୨: ରାୟପୁରର ଶହୀଦ ବୀର ନାରାୟଣ ସିଂ ଇଷ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଛି।…

2 years ago

ଟେନିସକୁ ପ୍ରତ୍ୟାବର୍ତ୍ତନ କରିବେ ନାଡାଲ

ମାଡ୍ରିଡ୍‌,୧ା୧୨: ସ୍ପେନର ୩୭ ବର୍ଷୀୟ ଟେନିସ ତାରକା ରାଫାଲ ନାଡାଲ ୨୦୨୪ ଜାନୁୟାରୀରେ ଅଷ୍ଟ୍ରେଲିଆରେ ବ୍ରିସ୍‌ବେନ୍‌ ଇଣ୍ଟରନ୍ୟାଶନାଲ ଖେଳି ପ୍ରତିଯୋଗିତାମୂଳକ ଟେନିସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ। ୨୨ଥର ଗ୍ରାଣ୍ଡସ୍ଲାମ…

2 years ago

ଟସ୍‌ ଜିତିଲା ଅଷ୍ଟ୍ରେଲିଆ: ବ୍ୟାଟିଂ କରିବ ଭାରତ

ରାୟପୁର,୧ା୧୨: ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଶୁକ୍ରବାର ରାୟପୁରରେ ଖେଳାଯାଉଥିବା ଚତୁର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲି ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ…

2 years ago

ମାନସିକ ଶାନ୍ତି ପାଇଁ କ୍ରିକେଟରୁ ନେଇଥିଲି ରିଟାୟାରମେଣ୍ଟ, ଏବେ ପୁଣି ଫେରିବି…

ଇସଲାମବାଦ,୧।୧୨ ପାକିସ୍ତାନ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଇମାଦ ଓ୍ବାସିମ ଗତ ମାସରେ କ୍ରିକେଟରୁ ସନ୍ୟାସ ନେଇଥିଲେ। ଇମାଦ ପାକିସ୍ତାନ ପାଇଁ ୫୫ ଓ୍ବାନ ଡେ ଓ…

2 years ago

ଇରଫାନଙ୍କ ସହ ବ୍ରେକଅପ ପରେ ମୁଁ ଅସୁସ୍ଥ ହୋଇଗଲି, ଶାମିଙ୍କୁ କରିସାରିଛନ୍ତି ପ୍ରପୋଜ

ନୂଆଦିଲ୍ଲୀ,୧।୧୨: ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଇରଫାନ ପଠାନଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ଅଭିନେତ୍ରୀ ଏକ ଟୁଇଟରେ…

2 years ago