ଖେଳ

ଟସ ଜିତିଲା ପାକିସ୍ତାନ, ବ୍ୟାଟିଂ ନିଷ୍ପତ୍ତି …

ଚେନ୍ନାଇ,୨୩।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ୨୨ତମ ମ୍ୟାଚରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପାକିସ୍ତାନ…

2 years ago

ରେକର୍ଡ ୪.୩ କୋଟି ଦର୍ଶକ ଦେଖିଲେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌

ନୂଆଦିଲ୍ଲୀ,୨୩।୧୦: ବିଶ୍ୱକପ ୨୦୨୩ର ୨୧ତମ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ…

2 years ago

ହାଶିମ ଅମ୍ଲାଙ୍କ ରେକର୍ଡ ଭାଙ୍ଗି ଗିଲ୍‌ ହେଲେ ଦ୍ରୁତତମ ଖେଳାଳି

ଧର୍ମଶାଳା,୨୨ା୧୦: ଭାରତର ଓପନର ଶୁବମନ ଗିଲ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୨୦୦୦ ରନ୍‌ ପୂରଣ କରିଛନ୍ତି। ଏପରିକି ସେ ୨୦୦୦ ରନ୍‌ ପୂରଣ କରିବାରେ ଦ୍ରୁତତମ ଖେଳାଳି…

2 years ago

ବର୍ନିଲଙ୍କୁ ୧୫ ବର୍ଷରୁ କମ୍‌ରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୩ା୧୦ (ପି.ଟି.): ଯୁବ ବ୍ୟାଡ୍‌ମିଣ୍ଟନ ଖେଳାଳି ବର୍ନିଲ ଆକାଶ ଚାଙ୍ଗମାଇ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ ଏସିଆ ଜୁନିୟର ଚାମ୍ପିୟନଶିପ୍‌ ୧୫ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ…

2 years ago

ଓଡ଼ିଶା ସେଭେନ୍‌ ଏ ସାଇଡ୍‌ ରଗ୍‌ବୀ ଦଳ ଘୋଷିତ

ଭୁବନେଶ୍ୱର,୨୩ା୧୦, (ସରୋଜ ଜେନା): ଆସନ୍ତା ଅକ୍ଟୋବର ୨୬ ତାରିଖରେ ଗୋଆରେ ହେବାକୁ ଥିବା ୩୭ ତମ ଜାତୀୟ କ୍ରୀଡା ପାଇଁ ଓଡ଼ିଶା ସେଭେନ୍‌ ଏ ସାଇଡ୍‌ ପୁରୁଷ…

2 years ago

୨୦୦୦ ରନ୍‌ କ୍ଲବ୍‌ରେ ଗିଲ୍‌ ଦ୍ରୁତତମ

ଧର୍ମଶାଳା, ୨୩ା୧୦ (ପି.ଟି.): ଭାରତୀୟ ଓପନର ଶୁବମନ ଗିଲ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୨୦୦୦ ରନ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଛନ୍ତି। ଏଠାରେ ରବିବାର ନ୍ୟୁଜିଲାଣ୍ଡ…

2 years ago

ରମାନାଥନ ଚାମ୍ପିୟନ

ଧରଓ୍ବାଦ, ୨୩ା୧୦ (ପି.ଟି.): ଏସିଆନ ଗେମ୍ସ ରୌପ୍ୟ ପଦକ ବିଜେତା ରାମକୁମାର ରମାନାଥନ ଏଠାରେ ଚାଲିଥିବା ଆଇଟିଏଫ୍‌ ଧରଓ୍ବାଦ ପୁରୁଷ ଓ୍ବାଲର୍‌ଡ ଟେନିସ ଟୁର୍‌ ଚାମ୍ପିୟନ ହୋଇଛନ୍ତି।…

2 years ago

ଆଉ ଏକ ସ୍ପ୍ରିଣ୍ଟ ରେସ୍‌ ଜିତିଲେ ଭର୍ଷ୍ଟାପେନ୍‌

ଅଷ୍ଟିନ, ୨୩ା୧୦ (ଏପି): ସର୍କିଟ ଅଫ୍‌ ଆମେରିକାଠାରେ ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିବା ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ସିଜନରେ ତାଙ୍କର ତୃତୀୟ ସ୍ପ୍ରିଣ୍ଟ ରେସ୍‌ ଜିତିଛନ୍ତି।…

2 years ago

ଆକ୍ସନରେ ଜୟନ୍ତୀ

ହାଙ୍ଗଝୋ,୨୩ା୧୦: ଭାରତୀୟ ଦଳରେ ସାମିଲ ଓଡ଼ିଆ ଆଥଲେଟ ଜୟନ୍ତୀ ବେହେରାଙ୍କୁ ସୋମବାର ଆକ୍ସନରେ ଦେଖିବାକୁ ମିଳିବ। ସେ ୨୦୦ ମିଟର ସ୍ପ୍ରିଣ୍ଟରେ ଭାରତର ପ୍ରତିନିଧିତ୍ୱ କରିବେ। ପୂର୍ବ…

2 years ago

ପାରୁଲ, ଅମିତ ଧ୍ୱଜାବାହକ

ହାଙ୍ଗଝୋ,୨୩ା୧୦: ଚାଇନାର ହାଙ୍ଗଝୋରେ ରବିବାର ଆରମ୍ଭ ହୋଇଛି ପାରା ଏସିଆନ୍‌ ଗେମ୍ସ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭାରତ ପକ୍ଷରୁ ପାରା ସଟଲର…

2 years ago