ଖେଳ

‘ଅଙ୍କଲ ପର୍ସି’ଙ୍କୁ ଆଉ ପଡ଼ିଆରେ ଦେଖିବାକୁ ମିଳିବନି

କଲମ୍ବୋ, ୩୧ା୧୦ ଶ୍ରୀଲଙ୍କା କ୍ରିକେଟ ଦଳର ଜଣେ ଦୃଢ ସମର୍ଥକ ଭାବେ ପରିଚିତ ପର୍ସି ଆବେସେକରାଙ୍କ ପରଲୋକ ଘଟିଛି। ବିଶ୍ୱବ୍ୟାପୀ ଯେଉଁ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଖେଳିଥାଏ ତାଙ୍କର…

2 years ago

ପୁଅ ଜନ୍ମଦିନରେ ପୁଣି ସ୍ବାମୀଙ୍କ ସହ ନଜର ଆସିଲେ ସାନିଆ

ନୂଆଦିଲ୍ଲୀ,୩୧।୧୦: ଗତ କିଛି ବର୍ଷ ହେବ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଏବଂ ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ମଧ୍ୟରେ ଡିଭୋର୍ସ ଖବର କ୍ରମାଗତଭାବେ ଚର୍ଚ୍ଚାର…

2 years ago

ରୋଚକ ସ୍ଥିତିରେ ସେମିଫାଇନାଲ୍‌ ରେସ୍‌: ଆଫଗାନିସ୍ତାନର ବି ଅଛି ସୁଯୋଗ

ନୂଆଦିଲ୍ଲୀ,୩୧।୧୦: ବିଶ୍ୱକପ୍‌ର ସେମିଫାଇନାଲ ରେସ୍‌ ରୋଚକ ପରିସ୍ଥିତିରେ ପହଞ୍ଚିଛି। ଆଫଗାନିସ୍ତାନ ଏବେ ଏହି ରେସ୍‌ରେ ଅଛି। ବିଶ୍ୱକପ୍‌ ୨୦୨୩ ସେମାନଙ୍କ ପାଇଁ ସର୍ବଶ୍ରେଷ୍ଠ ବୋଲି ପ୍ରମାଣ କରୁଛି।…

2 years ago

ଅନୁଷ୍କାଙ୍କ ଯୋଗୁ ମୋ ଜୀବନରେ ଆସିଛି ବଡ ପରିବର୍ତ୍ତନ: ବିରାଟ

ମୁମ୍ବାଇ/ନୂଆଦିଲ୍ଲୀ,୩୧।୧୦: ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁଷ୍କା ଶର୍ମାଙ୍କଠାରୁ ସେ କ’ଣ ଶିଖିଛନ୍ତି।…

2 years ago

ଗୀତ ଗାଇଲେ ଧୋନି

ନୂଆଦିଲ୍ଲୀ,୩୧।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି, କିନ୍ତୁ ପ୍ରଶଂସକଙ୍କ ମଧ୍ୟରେ ଏହି କ୍ରିକେଟରଙ୍କ କ୍ରେଜ କମିନାହିଁ। ମହେନ୍ଦ୍ର ସିଂ…

2 years ago

ଆୟରଙ୍କ ସ୍ଥାନ ସଙ୍କଟରେ

ନୂଆଦିଲ୍ଲୀ,୩୦ା୧୦: ଭାରତର ଦିନିକିଆ କ୍ରିକେଟ ବିଶ୍ୱକପ ଦଳରେ ଶ୍ରେୟସ ଆୟରଙ୍କ ସ୍ଥାନ ସଙ୍କଟରେ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳରେ ସ୍ଥାନ…

2 years ago

ଅଷ୍ଟମଥର ପାଇଁ ସମ୍ମାନଜନକ ବାଲନ ଡି’ଅର୍‌ ପୁରସ୍କାର ଜିତିଲେ ମେସି

ନୂଆଦିଲ୍ଲୀ,୩୧।୧୦: ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ପୁଣି ଥରେ ସମ୍ମାନଜନକ ବାଲନ ଡି’ଅର୍‌ ପୁରସ୍କାର ପାଇଛନ୍ତି। ଅଷ୍ଟମ ଥର ପାଇଁ ମେସିଙ୍କୁ ବାଲନ ଡି’ଅର୍‌ ପୁରସ୍କାର ପ୍ରଦାନ…

2 years ago

ତିନି ପୂର୍ବ ଚାମ୍ପିୟନଙ୍କୁ ହରାଇ ସାରିଲାଣି ଆଫଗାନିସ୍ଥାନ, ଏହିପରି ପହଞ୍ଚିପାରେ ସେମିଫାଇନାଲରେ

ନୂଆଦିଲ୍ଲୀ,୩୦/୧୦: ଚଳିତ ଦିନିକିଆ ବିଶ୍ୱକପରେ ଯଦି କୌଣସି ଟିମ୍ ସବୁଠୁ ଆଶ୍ଚର୍ଯ୍ୟକର ଖେଳ ପ୍ରଦର୍ଶନ କରିଛି, ସେ ହେଉଛି ଆଫଗାନିସ୍ଥାନ। ଆତଙ୍କବାଦ ଏବଂ ବିଭିନ୍ନ ସମସ୍ୟା ଦେଇ…

2 years ago

୭ ଉଇକେଟ୍‌ରେ ଆଫଗାନିସ୍ତାନ ବିଜୟୀ

ପୁଣେ,୩୦।୧୦: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ବକପ ୩୦ତମ ମ୍ୟାଚରେ ଆଫଗାନିସ୍ତାନ ୭ ଉଇକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି।…

2 years ago

ମେକ୍ସିକୋ ସିଟି ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ମେକ୍ସିକୋ ସିଟି,୩୦ା୧୦: ରେଡବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଫର୍ମୁଲାଓ୍ବାନ ମେକ୍ସିକୋ ସିଟି ଗ୍ରଁା ପ୍ରି ଜିତିଛନ୍ତି। ସିଜନରେ ଏହା ହେଉଛି ତାଙ୍କର ୧୬ତମ ରେକର୍ଡ ବିଜୟ। ଏଥିସହିତ ସେ…

2 years ago