ଖେଳ

ଜାନୁୟାରୀ ୩ରେ ସେଞ୍ଚୁରିଅନ ଟେଷ୍ଟ: ନେଟ୍ସରେ ଜୋର୍‌ଦାର ଅଭ୍ୟାସ କଲେ ବିରାଟ

କେପ୍‌ ଟାଉନ୍‌, ୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ଆରମ୍ଭ ହେବ ଦ୍ୱିତୀୟ କ୍ରିକେଟ ଟେଷ୍ଟ। ସେଞ୍ଚୁରିଅନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ଏକ ଇନିଂସ…

2 years ago

ଆୟୋଜନ ହେବ ଜାତୀୟ ଟୁର୍ନାମେଣ୍ଟ, କ୍ରୀଡା ମନ୍ତ୍ରାଳୟ ଓ ଆଡ୍‌ହକ୍‌ ପ୍ୟାନେଲକୁ ଜାଣିନୁ: ସଞ୍ଜୟ

ନୂଆଦିଲ୍ଲୀ,୧ା୧(ପି.ଟି): ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ସଞ୍ଜୟ ସିଂ ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଭଳି ନିଷ୍ପତ୍ତି ଫଳରେ ଡବ୍ଲ୍ୟୁଏଫ୍‌ଆଇର ଭବିଷ୍ୟତ…

2 years ago

ବର୍ଷେ ପୂର୍ବେ ପେପରରେ ଲେଖିଥିଲେ ଟାର୍ଗେଟ୍‌, ଏବେ ଫଟୋ ଶେୟାର କରି କେତେ ନିକଟତର ହୋଇଛନ୍ତି କହିଲେ ଶୁଭମନ ଗିଲ୍‌

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର୍‌ ଶୁବମାନ ଗିଲ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେ ଦିନିକିଆ ଏବଂ ଟି-୨୦ରେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଟେଷ୍ଟ ଫର୍ମାଟରେ କିଛି…

2 years ago

ନୂଆବର୍ଷରେ ପ୍ରଶଂସକଙ୍କୁ ଦୁଃଖିତ କଲେ ଡେଭିଡ ଓ୍ବାର୍ନର: ଏକଦିବସୀୟରୁ ଅବସର ଘୋଷଣା କଲେ…

ମେଲବୋର୍ନ,୧।୧ : ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓପନର୍‌ ଡେଭିଡ ୱାର୍ନର ନୂଆ ବର୍ଷ ଅବସରରେ ପ୍ରଶଂସକଙ୍କୁ ଦୁଃଖିତ କରିଛନ୍ତି। ଟେଷ୍ଟ ପରେ ସେ ଏକଦିବସୀୟରୁ ଅବସର ଘୋଷଣା କରିଛନ୍ତି।…

2 years ago

ସୋନପୁରକୁ ମହାବୀର କପ୍‌

ଟାଙ୍ଗୀ, ୧ା୧ (ରଘୁନାଥ ସାହୁ): କୁହୁଡ଼ି ମହାବୀର ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଜନତା ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ମହାବୀର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ସୋନପୁର ଫୁଟ୍‌ବଲ…

2 years ago

ହାପି ଇଲେଭେନ ଚାମ୍ପିୟନ

ଭୁବନେଶ୍ୱର, ୧ା୧ (ସରୋଜ ଜେନା): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଗଡ଼ ଗୋପୀନାଥ ପ୍ରସାଦ(ଜିଜିପି) ସ୍କୁଲ ପଡ଼ିଆରେ ଚାଲିଥିବା ସନ୍ତୋଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା…

2 years ago

ସଂଘର୍ଷ କରି ହାରିଲା ଜଗରନଟ୍ସ

ଭୁବନେଶ୍ୱର, ୧ା୧ (ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି ଡିଫେଣ୍ଡିଂ ଚାମ୍ପିୟନ…

2 years ago

ଶୁବମନ ଗିଲ୍‌ଙ୍କ ବିଫଳତାର କାରଣ କହିଲେ ଗାଭାସ୍କର

ନୂଆଦିଲ୍ଲୀ,୩୧ା୧୨: ଶୁବମନ ଗିଲ୍‌ଙ୍କ ବିଫଳତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। ଟେଷ୍ଟରେ ଆକ୍ରମଣାତ୍ମକ ବ୍ୟାଟିଂ କାରଣରୁ ଗିଲ୍‌ ବିଫଳ ହେଉଛନ୍ତି ବୋଲି…

2 years ago

ଅନ୍ତିମ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟ: ସିରିଜ ୧-୧ରେ ଡ୍ର

ମାଉଣ୍ଟ ମଙ୍ଗାନୁଇ,୩୧ା୧୨: ମାଉଣ୍ଟ ମଙ୍ଗାନୁଇସ୍ଥିତ ବାଇ ଓଭାଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଡକଓ୍ବର୍ଥ ଲୁଇସ୍‌…

2 years ago

ରୋହିତଙ୍କଠାରୁ ‘ଗୁରୁମନ୍ତ୍ର’ ପାଇଥିବା ବୋଲରଙ୍କୁ ଦ୍ୱିତୀୟ ଟେଷ୍ଟରେ ମିଳିବ କି ସୁଯୋଗ

କେପଟାଉନ,୩୧।୧୨: କେପଟାଉନ ଟେଷ୍ଟରେ ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ ହେବା ଉପରେ ଏବେ ଜୋରଦାର ଚର୍ଚ୍ଚା ହେଉଛି। ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୩ ଦିନରେ…

2 years ago