ଖେଳ

ମୁମ୍ବାଇ ବିଜୟରେ ବ୍ରେକ୍‌ ଲଗାଇଲା ୟୁପି

ବେଙ୍ଗାଲୁରୁ, ୨୯।୨: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ବୁଧବାର ଅନୁଷ୍ଠିତ ଏକ ମ୍ୟାଚରେ ୟୁପି ଓ୍ବାରିଅର୍ଜ ୭ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ହିଲି ମାଥ୍ୟୁସଙ୍କ…

2 years ago

ଏହି କାମ ପାଇଁ ତେନ୍ଦୁଲକରଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨୮ା୨: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଜମ୍ମୁ କଶ୍ମୀରର କ୍ରୀଡା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ। ନିକଟରେ ସଚିନ୍‌ ଏହି କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରିବା…

2 years ago

ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ କେଉଁ ଖେଳାଳିଙ୍କୁ ମିଳିବ କେତେ ଟଙ୍କା: ଜାଣନ୍ତୁ

ନୂଆଦିଲ୍ଲୀ,୨୮।୨: ଭାରତୀୟ କ୍ରିକେଟ ବୋର୍ଡ ଅଫ କ୍ରିକେଟ(ବିସିସିଆଇ) ବୁଧବାର ୨୦୨୩-୨୪ ସିଜନ (ଅକ୍ଟୋବର ୧, ୨୦୨୩ ରୁ ସେପ୍ଟେମ୍ବର ୩୦, ୨୦୨୪) ପାଇଁ ଟିମ ଇଣ୍ଡିଆ (ସିନିୟର…

2 years ago

ବିବାଦ ଘନେଇଲା, ହନୁମାଙ୍କ ସପକ୍ଷରେ ବାହାରିବାକୁ ଖେଳାଳିଙ୍କୁ ଧମକ ଦିଆଯାଇଥିବା କହିଲା ଏସିଏ

ହାଇଦ୍ରାବାଦ,୨୮।୨: ଅଧିନାୟକ ପଦରୁ ହଟାଯିବା ପରେ ହନୁମା ବିହାରୀ ଆନ୍ଧ୍ରପ୍ରଦେଶ କ୍ରିକେଟ ଟିମ୍‌ ଛାଡ଼ିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ରାଜନୈତିକ ହସ୍ତକ୍ଷେପ ଯୋଗୁ ସେ ଏଭଳି…

2 years ago

ଭାରତକୁ ନିଜ ମାଟିରେ ହରାଇବା କାଠିକର ପାଠ: ମାନିଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର

ରାଞ୍ଚି,୨୮।୨: ଭାରତ ବିପକ୍ଷ ରାଞ୍ଚିରେ ଟେଷ୍ଟ ସିରିଜ ପରାଜୟ ପରେ ଇଂଲଣ୍ଡ ପ୍ରଦର୍ଶନକୁ ସମାଲୋଚନା କରାଯାଉଛି। ଇଂଲଣ୍ଡର ପୂର୍ବତନ କ୍ରିକେଟର ମାଇକେଲ ଆଥର୍ଟନ ନିଜ ଦେଶକୁ କିନ୍ତୁ…

2 years ago

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଚିକିତ୍ସା ପାଇଁ ଲଣ୍ଡନ ଗଲେ…

ନୂଆଦିଲ୍ଲୀ,୨୮।୨: ଭାରତର ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଧର୍ମଶାଳା ଟେଷ୍ଟ ବି ଖେଳି ପାରିବେ ନାହିଁ। କାରଣ ତାଙ୍କ ଡାହାଣ…

2 years ago

ମହଙ୍ଗା ପଡ଼ିଲା ବିସିସିଆଇର ନିର୍ଦ୍ଦେଶ ଅଣଦେଖା, ବାର୍ଷିକ ଚୁକ୍ତିରୁ ବାଦ ପଡିଲେ ଶ୍ରେୟାସ-ଈଶାନ

ମୁମ୍ବାଇ,୨୮ା୨: ବିସିସିଆଇ ବୁଧବାର ପୁରୁଷ ଦଳର ଖେଳାଳି ମାନଙ୍କର ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ କରିଛି। ଯେଉଁଥିରୁ ବାଦ ପଡିଛନ୍ତି ଇଶାନ୍ କିଶାନ୍ ଏବଂ ଶ୍ରେୟାସ୍ ଆୟର।…

2 years ago

କ୍ରିକେଟର୍‌ଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୮।୨: ଭାରତୀୟ କ୍ରିକେଟ ବୋର୍ଡ ଅଫ କ୍ରିକେଟ(ବିସିସିଆଇ) ବୁଧବାର ୨୦୨୩-୨୪ ସିଜନ (ଅକ୍ଟୋବର ୧, ୨୦୨୩ ରୁ ସେପ୍ଟେମ୍ବର ୩୦, ୨୦୨୪) ପାଇଁ ଟିମ ଇଣ୍ଡିଆ (ସିନିୟର…

2 years ago

କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗରେ ପହଞ୍ଚିଲେ ଧ୍ରୁବ ଜୁରେଲ

ନୂଆଦିଲ୍ଲୀ,୨୮।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ ଧ୍ରୁବ ଜୁରେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଇସିସି ଟେଷ୍ଟ…

2 years ago

୨୫ ବର୍ଷ ମଧ୍ୟରେ ବଦଳିଗଲା ଟିମ ଇଣ୍ଡିଆର ଚିତ୍ର: ଟେଷ୍ଟରେ ଟକ୍କର ଦେବାକୁ କେହି ନାହିଁ

ନୂଆଦିଲ୍ଲୀ,୨୮।୨: ଟେଷ୍ଟ ଫର୍ମାଟରେ ଗତ ୨୫ ବର୍ଷ ମଧ୍ୟରେ ଟିମ ଇଣ୍ଡିଆର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ମାର୍ଚ୍ଚ ୭ରୁ ଇଂଲଣ୍ଡ ବିପକ୍ଷରେ ଧର୍ମଶାଳା ଟେଷ୍ଟରେ ଟିମ ଇଣ୍ଡିଆର…

2 years ago