ଖେଳ

ନିଜକୁ ଜାଡେଜାଙ୍କ ପ୍ରକୃତ ଉତ୍ତରାଧିକାରୀ ବୋଲି ଭାବୁଛନ୍ତି ଓ୍ବାଶିଂଟନ ସୁନ୍ଦର, କହିଲେ ଏଭଳି…

ହରାରେ,୧୧।୭: ଅନ୍ତର୍ଜାତୀୟ ଟି୨୦ରୁ ସନ୍ନ୍ୟାସ ନେଇଛନ୍ତି ରବିନ୍ଦ୍ର ଜାଡେଜା। ଏହାପରଠାରୁ ତାଙ୍କ ସ୍ଥାନ ଖାଲି ପଡ଼ିଥିବା ବେଳେ ଏବେ ଓ୍ବାଶିଂଟନ ସୁନ୍ଦର ବଡ଼ ବୟାନ ଦେଇଛନ୍ତି। ଜିମ୍ବାଓ୍ବେ…

1 year ago

ଶେଷ ଟେଷ୍ଟ ଖେଳିବା ପୂର୍ବରୁ ଝିଅମାନେ କଲେ ଏମିତି କାମ, ଆଣ୍ଡରସନ୍‌ ହେଲେ ଭାବପ୍ରବଣ

ନୂଆଦିଲ୍ଲୀ,୧୧।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଲର୍ଡସ ଟେଷ୍ଟ ପରେ ଇଂଲଣ୍ଡର ମହାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେବେ। ତିନି ମ୍ୟାଚ ବିଶିଷ୍ଟ…

1 year ago

ଗୁରୁ ଦ୍ରାବିଡ଼ଙ୍କ ରାସ୍ତାରେ ରୋହିତ, ଏହି କାରଣରୁ ବୋନସ୍‌ ନେବାକୁ କରିଦେଇଥିଲେ ମନା

ନୂଆଦିଲ୍ଲୀ,୧୧।୭: ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ନିଜର ଆଚରଣ ସହ ଉଦାରତା ପାଇଁ ସର୍ବଦା ଜଣାଶୁଣା। ସେ ଦଳ ସହ ଖେଳାଳିଙ୍କ ସହାୟତା କରୁଥିବା ସପୋର୍ଟ…

1 year ago

ବିରାଟ କୋହଲି କିଏ, ମୁଁ ଚିହ୍ନିନାହିଁ: କାହିଁକି ଏମିତି କହିଲେ ମହାନ ଫୁଟବଲ୍‌ର

ନୂଆଦିଲ୍ଲୀ,୧୧।୭: ଭେଟେରାନ ଫୁଟବଲର୍‌ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଚିହ୍ନିବାକୁ ମନା କରି ଦେଇଛନ୍ତି। ଏକ ସାକ୍ଷାତକାରରେ ସ୍ବିଡେନର ଷ୍ଟାର ଫୁଟବଲର୍‌ ଜ୍ଲାଟାନ…

1 year ago

ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଦେଲେ ଯଶସ୍ବୀ ଜୟସ୍ବାଲ

ନୂଆଦିଲ୍ଲୀ,୧୧।୭: ପଡ଼ିଆକୁ ଆସିବା ମାତ୍ରେ ଯଶସ୍ବୀ ଜୟସ୍ବାଲ ଏକ ଧମାକା ସୃଷ୍ଟି କରିଛନ୍ତି। ଯଶସ୍ବୀ ଜୟସ୍ବାଲ ଜିମ୍ବାଓ୍ବେ ବିପକ୍ଷରେ ଭାରତକୁ ଦ୍ରୁତ ଆରମ୍ଭ କରିଥିଲେ ଏବଂ ଏହି…

1 year ago

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଭାରତ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। ଟିମ ଇଣ୍ଡିଆ ଏହି ଟୁର୍ନାମେଣ୍ଟ ପାଇଁ ଯିବ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ଭାରତରେ କ୍ରିକେଟ ବୋର୍ଡ…

1 year ago

‘ଗମ୍ଭୀର କ୍ରୋଧି, ଦ୍ରାବିଡଙ୍କ ସ୍ଥାନ ନେଇପାରିବେ ନାହିଁ’

ନୂଆଦିଲ୍ଲୀ,୧୧।୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଟି୨୦ ବିଶ୍ୱକପ୍‌ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି।…

1 year ago

ସୁପରମ୍ୟାନ୍‌ ଭାବେ ଏମିତି କ୍ୟାଚ୍‌ ଧରିଲେ ରବି ବିଷ୍ଣୋଇ: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ହରାରେ,୧୦।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ବୁଧବାର ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ୨୩ ରନ…

1 year ago

ତୃତୀୟ ଟି୨୦ ଜିତିଲା ଭାରତ: ୨-୧ରେ ସିରିଜ ଆଗୁଆ

ହରାରେ, ୧୦।୭: ହରାରେ ସ୍ପୋଟର୍‌ସ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୩ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଫଳରେ ୫ ମ୍ୟାଚ…

1 year ago

କିଏ ହେବେ ଟିମ୍‌ ଇଣ୍ଡିଆର ବୋଲିଂ କୋଚ: ରେସ୍‌ରେ ଅଛନ୍ତି ଏହି ୩ ବୋଲର

ନୂଆଦିଲ୍ଲୀ,୧୦।୭: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ହୋଇଛନ୍ତି। କେବଳ ଦ୍ରାବିଡ ନୁହଁନ୍ତି, ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର, ବୋଲିଂ କୋଚ…

1 year ago