କଟକ,୨।୧୦: କଟକରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ କେଭିନ ପିଟରସେନଙ୍କ ସହ ବିରାଟ କୋହଲିଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି। ମ୍ୟାଚ ସମୟରେ…
କଟକ,୧୦।୨: ଇଂଲଣ୍ଡ ବିପକ୍ଷରେ ୧୧୯ ରନର ଏକ ଚମତ୍କାର ଇନିଂସ ଖେଳି ରୋହିତ ଶର୍ମା ନିଜ ଫର୍ମକୁ ଫେରିଥିଲେ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ସେ ଫର୍ମ ହାସଲ…
କଟକ,୧୦।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ। ସେ କଟକରେ ପୁଣି ଥରେ ତାହା ପ୍ରମାଣ କରିଦେଖାଇଛନ୍ତି। ଭାରତୀୟ ଦଳର ଅଧିନାୟକ…
ନୂଆଦିଲ୍ଲୀ,୧୦।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଜସପ୍ରୀତ ବୁମରାଙ୍କ ଫିଟନେସ୍କୁ ନେଇ ବଡ଼ ଅପଡେଟ୍ ଆସିଛି। ବୁମରା ଏବେ ଜିମ ଏବଂ ହାଲୁକା ବୋଲିଂ ଆରମ୍ଭ କରିପାରିବେ। ସେ…
କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ…
କଟକ, ୯ା୨: ଭାରତୀୟ ଦଳ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍ରେ ଟସ୍…
କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଚାଲିଥିବା ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ…
କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଚାଳିଛି ଭାରତ ଓ ଇଂଲଣ୍ଡ ମହାମୁକାବିଲା। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି…
କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ଚାଳିଛି ଭାରତ ଓ ଇଂଲଣ୍ଡ ମହାମୁକାବଲା। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ରବିବାର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି…
କଟକ,୯ା୨: କଟକ ବାରବାଟୀ ଷ୍ଟାଡିୟମ୍ରେ ଦିନିକିଆ ମ୍ୟାଚ୍ ପାଇଁ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।…