ଖେଳ

ଇଣ୍ଡିଆନ ସୁପର ଲିଗ୍‌ : ଗୋଆରେ ପହଁଚିଲେ ଖେଳାଳି

ମାରଗାଓ, ୧୩ା୧୦ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ ଟୁର୍ନାମେଣ୍ଟ ଖେଳିବା ଲାଗି ଅଧିକାଂଶ ଘରୋଇ ଖେଳାଳି ଗୋଆରେ ପହଞ୍ଚତ୍ସାରିଲେଣି। ଆସନ୍ତା ମାସରେ କୋଭିଡ୍‌-୧୯ ପ୍ରୋଟୋକଲ…

5 years ago

ପୂର୍ବତନ ଫୁଟ୍‌ବଲ ଅଧିନାୟକ ଚାପମ୍ୟାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୩ା୧୦ (ପି.ଟି.)-ଭାରତର ପୂର୍ବତନ ଫୁଟ୍‌ବଲ ଅଧିନାୟକ ଓ ମିଡ୍‌ଫିଲ୍‌ଡର ଚାର୍ଲଟନ ଚାପମ୍ୟାନଙ୍କର ହୃଦ୍‌ଘାତରେ ବାଙ୍ଗାଲୋରରେ ପରଲୋକ ହୋଇଯାଇଛି। ତାଙ୍କୁ ୪୯ବର୍ଷ ବୟସ ହୋଇଥିଲା। ୧୯୯୦ ଦଶକରେ…

5 years ago

ଆଇପିଏଲରୁ ଓହରିଲେ ଈଶାନ୍ତ

ଦୁବାଇ, ୧୩।୧୦(ପି.ଟି.):ଭେଟେରାନ ପେସ୍‌ ବୋଲର ଈଶାନ୍ତ ଶର୍ମା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରୁ ଓହରି ଯାଇଛନ୍ତି। ପଞ୍ଜରାରେ ଆଘାତ ପାଇଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା ଦିଲ୍ଲୀ…

5 years ago

ପ୍ତାହେ ଖେଳିପାରିବେନି ପନ୍ତ

ଆବୁଧାବି, ୧୩।୧୦(ପି.ଟି.): ଦିଲ୍ଲୀ କ୍ୟାପିଟାଲ୍ସ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆହତ ହୋଇଛନ୍ତି। ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପାଇଁ ସେ ଅତିକମ୍‌ରେ ଏକସପ୍ତାହ ଖେଳି ପାରିବେ ନାହିଁ ବୋଲି…

5 years ago

ଡି ଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ; କୋଲକାତା ସାମ୍ନାରେ ୧୯୫ ରନ୍‌ ଟାର୍ଗେଟ୍‌ ରଖିଲି ଆର୍‌ସିବି

ଶାରଜା, ୧୨।୧୦: ଚଳିତ ଆଇପିଏଲ୍‌ର ୨୮ତମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶାରଜା କ୍ରିକେଟ୍‌…

5 years ago

ଆଇପିଏଲ୍‌ରେ ଏଲ୍‌ବିଡବ୍ଲ୍ୟୁରେ ସର୍ବାଧିକ ଉଇକେଟ୍‌ ନେଇଛନ୍ତି ଏହି ବୋଲର୍‌

ଦୁବାଇ, ୧୨।୧୦: ଚଳିତ ଆଇପିଏଲ୍‌ ୨୬ତମ ମୁକାବିଲାରେ ରବିବାର ରାଜସ୍ଥାନ ରୟାଲ୍ସ ୫ ଉଇକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ଏହି ରୋମାଞ୍ଚକ ମୁକାବିଲାରେ ହାଇଦ୍ରାବାଦ୍‌ ପକ୍ଷରୁ…

5 years ago

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବେ ବିରାଟ କୋହଲି

ଶାରଜା, ୧୨।୧୦: ଚଳିତ ଆଇପିଏଲ୍‌ର ୨୮ତମ ମୁକାବିଲାରେ ସୋମବାର କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହ ହୋଇଛି। ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ…

5 years ago

ଓ୍ବାର୍ନରଙ୍କ ଉଇକେଟ୍‌ ନେବାପରେ ୫୦ ହଜାର ଟଙ୍କାର ଉପହାର ଜିତିଲେ ଆର୍ଚର

ଦୁବାଇ, ୧୨।୧୦: ଇଂଲଣ୍ଡର ଷ୍ଟାର୍‌ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଚଳିତ ସିଜନରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି। ରବିବାର ଆଇପିଏଲ୍‌ର…

5 years ago

କରୋନା ଲାଗି ଚଳିତ ବର୍ଷ ଖେଳାଯିବନି ଏହି ଟି୨୦ ଲିଗ୍‌

ଢାକା, ୧୨।୧୦: କରୋନା ଭାଇରସ୍‌ ଲାଗି ଚଳିତ ବର୍ଷ ବାଂଲାଦେଶର ଘରୋଇ ଟି୨୦ ଲିଗ୍‌ ‘ବାଂଲାଦେଶ ପ୍ରିମିୟର ଲିଗ୍‌’ (ବିପିଏଲ୍‌) ଆୟୋଜନ ହେବ ନାହିଁ। ଏହି ଟି୨୦…

5 years ago

ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କ ୪୯ ବର୍ଷରେ ପରଲୋକ

ନୂଆଦିଲ୍ଲୀ, ୧୨।୧୦: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ତଥା ମିଡ୍‌ଫିଲ୍ଡର କାର୍ଲଟନ ଚାମ୍ପମ୍ୟାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତରେ ବାଙ୍ଗାଲୋରରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

5 years ago