ଖେଳ

ନିରାଶ କଲେ ଭାରତୀୟ ଶୁଟର: ପିସ୍ତଲ ଖରାପ ଥିବାରୁ ମନୁ ବିଫଳ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର…

4 years ago

ଶ୍ରୀଲଙ୍କା ପାଇଁ ଅପହଞ୍ଚ ହେଲା ୧୬୫ ରନ୍‌ର ଟାର୍ଗେଟ

କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଭଳି ଟି୨୦ ସିରିଜ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ। ଏଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଭାରତ…

4 years ago

ସୂର୍ଯ୍ୟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ବଡ଼ ଟାର୍ଗେଟ ଛିଡ଼ା କରିପାରିଲାନି ଟିମ୍‌ ଇଣ୍ଡିଆ

କଲମ୍ବୋ,୨୫।୭: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଶ୍ରୀଲଙ୍କା ଆଗରେ ୧୬୫ ରନ୍‌ର ଟାର୍ଗେଟ ଛିଡ଼ା କରିଛି। ଏହି ମ୍ୟାଚ୍‌ ଜରିଆରେ…

4 years ago

ଯାନ୍ତ୍ରିକ ତ୍ରୁଟି ଭାଙ୍ଗିଦେଲା ନଂ ୧ ଶୁଟରଙ୍କ ସ୍ବପ୍ନ

ଟୋକିଓ,୨୫।୭: ଅଲିମ୍ପିକ୍ସର ଶୁଟିଂ ଇଭେଣ୍ଟରେ ଭାରତର ସବୁଠୁ ବଡ଼ ଆଶା କୁହାଯାଉଥିବା ଦେଶର ନଂ ୧ ଶୁଟର ମନୁ ଭାକର ନିରାଶ ହୋଇଛନ୍ତି। ମହିଳା ୧୦ ମିଟର…

4 years ago

ପଦାର୍ପଣରେ ଗୋଲ୍ଡେନ ଡକ୍‌

କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’। କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଖାତା…

4 years ago

ମହାମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍‌

ନୂଆଦିଲ୍ଲୀ,୨୫।୭: ସେପ୍ଟେମ୍ବର ୧୯ରୁ ଖେଳାଯିବାକୁ ଥିବା ଆଇପିଏଲ୍‌-୧୪’ର ବଳକା ମ୍ୟାଚ୍‌ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇଛି। ବଳକା ଥିବା ୩୧ ମ୍ୟାଚ୍‌ର ପ୍ରଥମ ମୁକାବିଲାରେ ପରସ୍ପରକୁ ଭେଟିବେ…

4 years ago

ଚାନ୍ନୁଙ୍କୁ ଆଜୀବନ ପିଜା ଯୋଗାଇବ ଡୋମିନସ

ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ଭାରୋତ୍ତୋଳିକା ମୀରାବାଇ ଚାନ୍ନୁ। ଏଥିସହ ଭାରୋତ୍ତୋଳନ ଇଭେଣ୍ଟରେ ଭାରତର ୨୧ ବର୍ଷର ଅଲିମ୍ପିକ୍‌ ପଦକ…

4 years ago

ଅଷ୍ଟ୍ରେଲିଆ ଆଗରେ ମାଟି କାମୁଡ଼ିଲା ଭାରତ

ଟୋକିଓ,୨୫।୭: ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଦ୍ୱିତୀୟ ମୁକାବିଲାରେ ମାଟି କାମୁଡ଼ି ପକାଇଛି। ରବିବାର ଖେଳାଯାଇଥିବା ଗ୍ରୁପ ଏ’ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ…

4 years ago

କାହିଁକି ଟୁଇଟ୍‌ର୍‌ରେ ଟ୍ରେଣ୍ଡ୍‌ କରୁଛନ୍ତି ପ୍ରିୟା ମଲିକ

ବୁଦାପେଷ୍ଟ,୨୫।୭: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ ଏକ ଭଲ ଆରମ୍ଭ କରିଛି। ପ୍ରଥମ ଦିନରେ ଓ୍ବେଟ୍‌ଲିପ୍ଟର ମୀରବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଏହାପରେ ସେ ସୋସିଆଲ…

4 years ago

ଟୋକିଓରେ ଚମକିଲେ ଭାରତୀୟ ମହିଳା ଖେଳାଳି

ଟୋକିଓ,୨୫।୭: ଟୋକିଓ ଅଲିମ୍ପିକ୍ସରେ ରବିବାର ଭାରତୀୟ ମହିଳା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତର ତାରକା ମହିଳା ବକ୍ସର ମେରି କମ ରବିବାର ଟୋକିଓ ଅଲମ୍ପିକ୍ସରେ ଆରମ୍ଭରୁ…

4 years ago