ଖେଳ

ଅର୍ଜୁନ ପୁରସ୍କାର ପାଇଁ କେଉଁ ଖେଳାଳି ଦାଖଲ କରିଛନ୍ତି ନୋମିନେଶନ, ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୨୯ରେ ହକି ଯାଦୁକର ମେଜର ଧାନଚାନ୍ଦଙ୍କ ୧୧୯ ତମ ଜନ୍ମ ଦିବସ ଅବସରରେ ରବିବାର ସାରା ଦେଶରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି।…

4 years ago

ଲଜ୍ଜାଜନକ ପରାଜୟ ପରେ ବି ଯାଉନିି ଅହଂକାର: କୋହଲିଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଲିଡ୍ସ,୨୯।୮: ଇଂଲଣ୍ଡ ବିପକ୍ଷ ଲିଡ୍ସ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ବିରାଟ କୋହଲି ଏବଂ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।…

4 years ago

୨୫ ବଲ୍‌ରୁ ୧୨୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ ଏହି କ୍ରିକେଟର୍‌

ଆଜିକୁ ଠିକ୍‌ ୮ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୩, ୨୯ ଅଗଷ୍ଟରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଆରୋନ ଫିଞ୍ଚ ଟି-୨୦ କ୍ରିକେଟ୍‌ରେ ବିଶ୍ୱ ରେକର୍ଡ କରିଥିଲେ। ଅଷ୍ଟ୍ରେଲିଆ ଦଳ…

4 years ago

ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଢେଙ୍କାନାଳ ଜିଲାର ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବ ସତ୍ତ୍ୱେ ନିଜ ଉଦ୍ୟମରେ ଅଭ୍ୟାସ…

4 years ago

ଓଡ଼ିଶା ୩ ବର୍ଷ ପାଇଁ ରଗ୍‌ବୀ ସହଯୋଗୀ ପ୍ରାୟୋଜକ

ଭୁବନେଶ୍ୱର,୨୯।୮(ସ୍ପୋଟର୍‌ସ ବ୍ୟୁରୋ): ଦୀର୍ଘ ୧୮ ମାସ ପରେ ରଗ୍‌ବୀ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଓ ସାରା ଦେଶରେ ଉପୁଜିଥିବା ସ୍ବାସ୍ଥ୍ୟ ସଙ୍କଟ କାରଣରୁ…

4 years ago

ଇତିହାସ ରଚିଲେ ଭାରତର ଭାବିନାବେନ

ଟୋକିଓ,୨୯।୮: ଇତିହାସ ରଚିଲେ ଭାରତର ମହିଳା ଟେବୁଲ ଟେନିସ ତାରକା ୩୪ ବର୍ଷୀୟା ଭାବିନାବେନ ପଟେଲ। ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ଫାଇନାଲରେ ସେ ରବିବାର ରୌପ୍ୟ ପଦକ…

4 years ago

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟିର ଘଣ୍ଟା ଲୋକଙ୍କ ପସନ୍ଦ ଆସିଲାନି, କହିଲେ ଏମିତି…

ଭାରତୀୟ କ୍ରିକେଟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଘଣ୍ଟା ପିନ୍ଧିବାକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ସେ ଅଧିକାଂଶ ସମୟରେ ଅନେକ ଦାମୀ ଘଣ୍ଟା କିଣିଥାନ୍ତି।…

4 years ago

ଦମ୍ପତି ଜିତିଲେ ସ୍ବର୍ଣ୍ଣ

ଟୋକିଓ, ୨୯ା୮: ଟୋକିଓ ପାରାଲିମ୍ପିକ ଗେମ୍ସରେ ଗ୍ରେଟ୍‌ ବ୍ରିଟେନର ଦମ୍ପତି ନିଲ୍‌ ଓ ଲୋରା ଫାଚି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାହା ପୁଣି ୧୬ ମିନିଟ୍‌ର ବ୍ୟବଧାନରେ।…

4 years ago

ଷ୍ଟାଡିୟମ ଅନୁପ୍ରବେଶକାରୀ ଜାର୍ଭୋଙ୍କୁ ଆଜୀବନ ବାସନ୍ଦାଦେଶ

ହେଡିଂଲେ,୨୮।୮: ଲଡର୍‌ସ ଟେଷ୍ଟ ଭଳି ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଖେଳରେ ବାଧକ ସାଜିଥିଲେ ‘ଜାର୍ଭୋ ୬୯’ ଭାବେ ଜଣାଶୁଣା ୟୁଟ୍ୟୁବର ଡାନିଏଲ ଜାର୍ଭିସ। ତାଙ୍କୁ ଗ୍ରାଉଣ୍ଡର…

4 years ago

ପାରାଲିମ୍ପିକ୍ସରେ ରୌପ୍ୟ ନିଶ୍ଚିତ କଲେ ଭାବିନା

ଟୋକିଓ,୨୮।୮: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ଭାବିନାବେନ ପଟେଲ। ଶନିବାର ଖେଳାଯାଇଥିବା ଟେବୁଲ ଟେନିସ ଇଭେଣ୍ଟର ସେମିଫାଇନାଲରେ ୩-୨ ବ୍ୟବଧାନରେ…

4 years ago