ନୂଆଦିଲ୍ଲୀ,୨।୧୧: ଆଜି ଭାରତୀୟ କ୍ରିକେଟ ପାଇଁ ଏକ ବଡ଼ ଦିନ। ହରମନପ୍ରୀତ କୌର ଏବଂ ତାଙ୍କ ଦଳ ପ୍ରଥମ ବିଶ୍ୱକପ ଟାଇଟଲ ପାଇଁ ଫାଇନାଲରେ ଦକ୍ଷିଣ ଆଫ୍ରିକା…
ନଭି ମୁମ୍ବାଇ,୨ା୧୧(ପି.ଟି.): ଚଳିତ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ରବିବାର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। ଏହି ହାଇଭୋଲ୍ଟେଜ ମ୍ୟାଚ୍ରେ ଭାରତ ଓ…
ନୂଆଦିଲ୍ଲୀ,୧ା୧୧: ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଯଦି ଆଇସିସି ଟ୍ରଫି ଉଠାଇବାରେ ସଫଳ…
ନୂଆଦିଲ୍ଲୀ,୧।୧୧: ଭାରତୀୟ ଟେନିସ କିମ୍ବଦନ୍ତୀ ରୋହନ ବୋପାନ୍ନା ତାଙ୍କ ୨୨ ବର୍ଷର କ୍ୟାରିଅରରୁ ବିଦାୟ ନେଇଛନ୍ତି। ୪୫ ବର୍ଷୀୟ ବୋପାନ୍ନା ପ୍ୟାରିସ ମାଷ୍ଟର୍ସ ୧୦୦୦ ଟୁର୍ଣ୍ଣାମେଣ୍ଟରେ ତାଙ୍କର…
ନୂଆଦିଲ୍ଲୀ,୧।୧୧: ଭାରତୀୟ ପୁରୁଷ ଏବଂ ମହିଳା ଦଳ ଉଭୟ କ୍ରିକେଟ ଜଗତରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। ଭାରତୀୟ ପୁରୁଷ ଦଳ ୨୦୨୪ ଟି୨୦ ବିଶ୍ୱକପ ଏବଂ ୨୦୨୫…
ନୂଆଦିଲ୍ଲୀ,୧।୧୧: ଶୁବମନ ଗିଲ ଅଷ୍ଟ୍ରେଲିଆ ଗସ୍ତରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ସେ ତିନୋଟି ODI ମ୍ୟାଚରେ ମାତ୍ର ୪୩ ରନ କରିପାରିଥିଲେ, ଏବଂ ଏବେ ତାଙ୍କର ଖରାପ…
ନୂଆଦିଲ୍ଲୀ,୧।୧୧: ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କୁ ଶନିବାର ସିଡନୀର ଏକ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ଖବରକୁ ନିଶ୍ଚିତ କରିଛି…
ନୂଆଦିଲ୍ଲୀ,୧।୧୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନ କ୍ରିକେଟ୍ ବୋର୍ଡ ମୋହସିନ ନକଭିଙ୍କୁ ଚେତାବନୀ ଦେଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଟିମ ଇଣ୍ଡିଆକୁ…
ନୂଆଦିଲ୍ଲୀ,୧।୧୧: ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟ୍ରେ ପରାସ୍ତ କରି ସିରିଜକୁ ୧-୧ ସମାନ କରିଛି। ତୃତୀୟ ଟି-୨୦ନିର୍ଣ୍ଣାୟକ ହେବ।…
ନଭୀ ମୁମ୍ବାଇ,୩୧୧୦: ଭାରତୀୟ ମହିଳା କ୍ରିକେଟ୍ ତାରକା ଜେମିମା ରଡ୍ରିଗ୍ସ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୨୦୨୫ ମହିଳା ବିଶ୍ୱକପ୍ ଫାଇନାଲରେ ପହଞ୍ଚାଇଛନ୍ତି। ସେମିଫାଇନାଲରେ…