ଖେଳ

ବାବା ଭେଙ୍ଗାଙ୍କୁ ଟପିଯିବେ ଏହି ବ୍ୟକ୍ତି: କ୍ରିକେଟ୍‌ ଉପରେ ସବୁ ଭବିଷ୍ୟବାଣୀ ହୋଇଛି ସତ

ଲଣ୍ଡନ,୭।୮: ଭାରତୀୟ ଦଳ ଇଂଲଣ୍ଡ ଗସ୍ତରୁ ଫେରିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ ରେ ଡ୍ର ଥିଲା। ଏବେ ଭାରତୀୟ ଦଳ ପରବର୍ତ୍ତୀ ସମୟରେ…

4 months ago

Video: ପୁଣି ଦୋହରାଇଲେ ଧୋନି, କହିଲେ କେବେ ନେବେ ଅବସର

ନୂଆଦିଲ୍ଲୀ,୭।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଏମଏସ ଧୋନିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ, ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଏହି ଆଇକନ ପୁଣି…

4 months ago

ପୁରସ୍କାର ଗ୍ରହଣ କରିବାକୁ ମନା କଲେ ମହମ୍ମଦ ସିରାଜ: କାରଣ ଜାଣିଲେ ସମସ୍ତେ କରିବେ ସଲାମ

ଓଭାଲ,୭।୮: ଓଭାଲ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତର ରୋମାଞ୍ଚକର ୬ ରନ ବିଜୟକୁ ସବୁଦିନ ପାଇଁ ଟେଷ୍ଟ କ୍ରିକେଟର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରେ ଗଣନା କରାଯିବ।…

4 months ago

ଜାଣିଛନ୍ତି କେତେ ପଢିଛନ୍ତି ଗିଲ? ଆଶ୍ଚର୍ଯ୍ୟ କରିବ ଭାରତୀୟ କ୍ୟାପଟେନ ଶୁବମନଙ୍କ ଶିକ୍ଷାଗତ ଯୋଗ୍ୟତା

ନୂଆଦିଲ୍ଲୀ,୭।୮: ଟିମ ଇଣ୍ଡିଆର ଯୁବ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଇଂଲଣ୍ଡ ସହିତ ଖେଳାଯାଇଥିବା ଟେଷ୍ଟ ସିରିଜ ଡ୍ର କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ଏହି…

4 months ago

ICC ରାଙ୍କିଙ୍ଗ୍‌ରେ ବଡ଼ ଅଦଳବଦଳ: ଦେଖନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…

ନୂଆଦିଲ୍ଲୀ,୬।୮: ମହମ୍ମଦ ସିରାଜ ICC ରାଙ୍କିଙ୍ଗରେ ୧୨ ସ୍ଥାନର ଏକ ବିରାଟ ଲମ୍ଫ ମାରିଛନ୍ତି। ଯଶସ୍ବୀ ଜୟସ୍ବାଲ ଶ୍ରେଷ୍ଠ ୫ରେ ଆସିଛନ୍ତି। ଭାରତ ବନାମ ଇଂଲଣ୍ଡ ୫ମ…

4 months ago

କୋହଲି- ରୋହିତ ଶର୍ମାଙ୍କୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୬।୮: ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ଏବଂ ଟେଷ୍ଟରୁ ଅବସର ନେଇସାରିଛନ୍ତି, ଏବେ ଉଭୟ କେବଳ ଦିନିକିଆ ଫର୍ମାଟରେ ଖେଳିବେ। ପରବର୍ତ୍ତୀ ଦିନିକିଆ ବିଶ୍ୱକପ…

4 months ago

ଜାତୀୟ ଜୁନିୟର ମହିଳା ହକି: ଆନ୍ଧ୍ରକୁ ହରାଇଲା ଓଡ଼ିଶା

କାକିନାଡା, ୫ା୮: ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ଡିଭିଜନ ‘ଏ’ର ଏକ ମ୍ୟାଚରେ ଆନ୍ଧ୍ରପ୍ରଦେଶକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି।…

4 months ago

ଗମ୍ଭୀରଙ୍କ ମଜା ଉଡ଼ାଇବା ଯୋଗୁ ମିଳିଲା ଦଣ୍ଡ, ଷ୍ଟୋକ୍ସଙ୍କ ଅବସ୍ଥା ଖରାପ!

ନୂଆଦିଲ୍ଲୀ,୫।୮: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଡ୍ର ହୋଇଥିଲା। ଏହି ମ୍ୟାଚ ବେଳେ ଭାରତୀୟ ଟିମ୍‌ର…

4 months ago

ଶୁବମନଙ୍କୁ ମିଳିଲା ସ୍ପେଶାଲ ବୋତଲ, ହେଲେ କ’ଣ ଅଛି ସେଥିରେ, ଏହାର ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୫।୮: ଶୁବମନ ଗିଲ ଇଂଲଣ୍ଡ ଗସ୍ତରେ ୪ଟି ଶତକ ସହିତ ସର୍ବାଧିକ ୭୫୪ ରନ କରିଥିଲେ। ଗିଲଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ…

4 months ago

କୋଟି କୋଟି ଟଙ୍କାର ମାଲିକ ମହମ୍ମଦ ସିରାଜ: ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟର ମହମ୍ମଦ ସିରାଜ ତାଙ୍କ ଖେଳ ଆଧାରରେ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜି କ୍ରିକେଟ ଜଗତର ପ୍ରତ୍ୟେକ କିମ୍ବଦନ୍ତୀ…

4 months ago